ଆଇଏଏସସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି। ୧୯ ଜିଲ୍ଲାରେ ନୂଆ ଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି । ବିଜୟ କୁମାର ଦାଶ ଗଜପତି, ସ୍ମୃତିରଞ୍ଜନ ପ୍ରଧାନ କେନ୍ଦ୍ରାପଡ଼ା, ପାରୁଲ ପଟୱାରି ରାୟଗଡ଼ା, ଅମୃତ ଋତୁରାଜ କନ୍ଧମାଳ, ସିଦ୍ଧେଶ୍ବର ବଳିରାମ ବୋନ୍ଦର ସମ୍ବଲପୁର, ହେମକାନ୍ତ ସାଏ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ଅନ୍ବେଷା ରେଡ୍ଡି ଯାଜପୁର ଜିଲ୍ଲାପାଳ, ଆଶିଷ ଈଶ୍ବର ପାଟିଲ ମାଲକାନଗିରି, ସୋମେଶ ଉପାଧ୍ୟାୟ ଢେଙ୍କାନାଳ, ଶୁଭଙ୍କର ମହାପାତ୍ର ନବରଙ୍ଗପୁର, ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କଟକ, ସୂର୍ଯ୍ୟବଂଶୀ ମୟୂର ବିକାଶ ବାଲେଶ୍ବର, ଜେ ସୋନାଲ ଜଗତସିଂହପୁର ଜିଲ୍ଲାପାଳ ଭବେ ନୂଆ ନିଯୁକ୍ତି ପାଇଛନ୍ତି। ପବନ ସଚିନ ପ୍ରକାଶ କଳାହାଣ୍ଡି, ଅକ୍ଷୟ ସୁନିଲ ଅଗ୍ରୱାଲ ନୟାଗଡ଼, ମନୋଜ ସତ୍ୟବାନ ମହାଜନ ସୁନ୍ଦରଗଡ, କବିନ୍ଦ୍ର ସାହୁ ଦେବଗଡ଼, ମଧୁସୂଦନ ଦାଶ ଆପଡ଼ା, ସୁବ୍ରତ ପଣ୍ଡା ବୌଦ୍ଧ ଜିଲ୍ଲାପାଳ ଓ ଦିଲ୍ଲୀପ ରାଉତରାୟ ଭଦ୍ରକ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି।

Leave a Reply

Your email address will not be published. Required fields are marked *