ସଂସଦର ପ୍ରଶ୍ନକାଳରେ ଗଣେଶ୍ବର ବେହେରାଙ୍କ ପ୍ରଶ୍ନରେ ଶକ୍ତିମନ୍ତ୍ରୀ କେଭି ସିଂଦେଓଙ୍କ ଉତ୍ତର ରଖି କହିଛନ୍ତି ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ୭୮ ହଜାର ଟଙ୍କା ସହାୟତା ମିଳିବ । ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ସୌରଶକ୍ତିକୁ ଗୁରୁତ୍ୱ ଦିଆଯାଇଛି । ଏହାଦ୍ବାରା ବିଜୁଳି ମିଳିବ। ୩ କିଲୋୱାଟ ପର୍ଯ୍ୟନ୍ତ ସୋଲାର ପ୍ଲାଣ୍ଟ ସ୍ଥାପନ କରାଯିବ। ସୋଲାର ପ୍ଲାଣ୍ଟ ସ୍ଥାପନ ପାଇଁ ୭୮ ହଜାର ଟଙ୍କାର କେନ୍ଦ୍ରୀୟ ଅନୁଦାନ ରହିଛି। ଉପଭୋକ୍ତା ମାସିକ ୩ଶହ ୟୁନିଟ ମାଗଣା ବିଦ୍ୟୁତ ଉପଯୋଗ କରିପାରିବେ।

By Nirvay

Leave a Reply

Your email address will not be published. Required fields are marked *