୨୦୦୧ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ୍‌ ଆର୍‌.ସନ୍ଥନଗୋପାଲନଙ୍କୁ ମିଳିଛି ବଡ଼ ଦାୟିତ୍ୱ । ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସନ୍ଥନଗୋପାଲନ ନିଯୁକ୍ତି ପାଇଛନ୍ତି। ଆର୍‌. ସନ୍ଥନଗୋପାଲନଙ୍କ ନିଯୁକ୍ତି ନେଇ ଇସିଆଇ ଅଫିସ୍‌ରୁ ଚିଠି ହୋଇଛି । ପ୍ରଥମେ ନିକୁଞ୍ଜ ବିହାରୀ ଧଳଙ୍କୁ ଏହି ଦାୟିତ୍ୱ ମିଳିବାକୁ ଥିବାବେଳେ ଏବେ ସନ୍ଥନଗୋପାଲନଙ୍କୁ ମିଳିଛି । ନିକୁଞ୍ଜ ମୁଖ୍ୟମନ୍ତ୍ରୀଙ୍କୁ ଉପ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ପାଇଛନ୍ତି।

Leave a Reply

Your email address will not be published. Required fields are marked *