ନିର୍ବାଚନରେ ବିଜୟୀ ହେବା ପରେ ଏବେ ଅଡୁଆରେ ରାଉରକେଲା ବିଧାୟକ ସାରଦା ନାୟକ । ରାଉରକେଲା ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ଅନିୟମିତତା ଅଭିଯୋଗ ମାମଲା ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ । ପ୍ରତିପକ୍ଷ ଦିଲୀପ ରାୟଙ୍କ ମାମଲା ଆଧାରରେ ହାଇକୋର୍ଟଙ୍କ ଦ୍ଵାରା ନୋଟିସ ଦିଆ ଯାଇଥିବା ସୂଚନା । ଅଗଷ୍ଟ ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବା ଜଣାପଡିଛି । Post navigation ଓଡ଼ିଶା ଛାଡ଼ି ମଧ୍ୟପ୍ରଦେଶରୁ ଖେଳିବେ ଓଡିଆ କ୍ରିକେଟର୍ ଶୁଭ୍ରାଂଶୁ ସେନାପତି ଏଏସଓଙ୍କୁ ମାଡ଼ ମାରିବା ଘଟଣାରେ ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ ଲାଗି ନିର୍ଦ୍ଦେଶ