ଆଜି ସକାଳେ ଉନ୍ନାଓରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିହାରର ସୀତାମଡିରୁ ଦିଲ୍ଲୀ ଯାଉଥିବା ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେରେ ବସ୍କୁ ଧକ୍କାଦେଲା ଟ୍ୟାଙ୍କର । ଏହି ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା। ଦୁର୍ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। Post navigation ଭାରତୀୟ କ୍ରିକେଟ ଦଳର କୋଚ୍ ହେଲେ ଗୌତମ ଗମ୍ଭୀର ପୁରୀରେ ଶ୍ରୀଜିଉଙ୍କ ଆଡ଼ପ ଦର୍ଶନ ଆରମ୍ଭ