ରାଜନୀତିରୁ ସାମୟିକ ଅବ୍ୟାହତି ନେଇ ଛୁଟିରେ ଯିବେ କେ ଆନ୍ନାମଲାଇ। ତାମିଲନାଡୁ ବିଜେପି ସଭାପତି କେ ଅନ୍ନାମଲ୍ଲାଇ ରାଜନୀତିରୁ ୩ ମାସ ପାଇଁ ବ୍ରେକ ନେଇଛନ୍ତି। ‘ଦ ଚେଭେନିଂ ଗୁରୁକୁଳ ଫେଲୋସିପ୍ ଫର ଲିଡରସିପ୍ ଆଣ୍ଡ ଏକ୍ସଲେନ୍ସ’ ନାମକ ଏକ ଫେଲୋସିପ ପ୍ରୋଗ୍ରାମରେ ଭାଗ ନେବା ପାଇଁ ବିଦେଶ ଯିବାର କାର୍ୟ୍ୟକ୍ରମ ରହିଛି। ଆନ୍ନାମଲାଇ ୩ ମାସ ପାଇଁ ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟି ଯିବେ। ଏଥିପାଇଁ ବିଜେପିର ଶୀର୍ଷ ନେତୃତ୍ୱଙ୍କ ପକ୍ଷରୁ ଅନୁମତି ମଧ୍ୟ ମିଳିସାରିଛି।

Leave a Reply

Your email address will not be published. Required fields are marked *