ପୁଣି ଓଡ଼ିଶା ଆସିବେ ଗୃହ ମନ୍ତ୍ରୀ ଅମିତ ଶାହ। ଆସନ୍ତା ୨୧ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାର ୪ଟି ସ୍ଥାନରେ ଆୟୋଜିତ ଜନସଭାରେ ଯୋଗ ଦେବେ। ସେହିଦିନ ସକାଳେ ପ୍ରଥମେ ସମ୍ବଲପୁରରେ ସଭା କରିବେ।ସମ୍ବଲପୁର ପରେ କେନ୍ଦୁଝର ଓ ପର୍ଜଙ୍ଗ ସଭାରେ ଯୋଗଦେବେ।ପର୍ଜଙ୍ଗ ପରେ ନୟାଗଡ଼ ସଭାରେ ଯୋଗଦେବେ ଅମିତ ଶାହ। ଶାହଙ୍କ ଗସ୍ତ ନେଇ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। ଶୁକ୍ରବାର ରାଉରକେଲା ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ଶାହ। Post navigation ପ୍ରଚାର ସମୟରେ ବିଧାୟିକାଙ୍କୁ ପାଣି ସମସ୍ୟା ନେଇ ଘେରିଲେ ଗ୍ରାମବାସୀ ଗିରଫ ହେଲେ କେଜରିୱାଲଙ୍କ ସହଯୋଗୀ ବୈଭବ କୁମାର