ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ନିର୍ବାଚନ ପ୍ରକ୍ରିୟାରେ ଏକ ବଡ଼ ମୋଡ଼ ଆସିଛି। OCA କର୍ମକର୍ତ୍ତା ନିର୍ବାଚନ ବିଳମ୍ବ ହେବାରୁ ହାଇକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରାଯାଇଛି। ପୂର୍ବତନ କ୍ରିକେଟର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏହି ଆଫିଡେଭିଟ୍ ଦାଖଲ କରି ନିର୍ବାଚନ କେବଳ BCCI ଗାଇଡଲାଇନ୍ ଅନୁଯାୟୀ କରାଯାଉ ବୋଲି ଅନୁରୋଧ କରିଛନ୍ତି।

ଆସନ୍ତା ମଙ୍ଗଳବାର ଦିନ ହାଇକୋର୍ଟ ଏହି ଆଫିଡେଭିଟ୍‌ର ସମୀକ୍ଷା କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *