ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଶ୍ରୀମନ୍ଦିର ସଂସ୍କୃତିର ସୁରକ୍ଷା ଦିଗରେ ଏକ ବଡ଼ ସଫଳତା ମିଳିଛି। ଶ୍ରୀମନ୍ଦିର ସହ ଜଡ଼ିତ ଆଉ ୩ଟି ପବିତ୍ର ନାଁକୁ ଟ୍ରେଡ୍ମାର୍କ ସୁରକ୍ଷା ପ୍ରଦାନ କରାଯାଇଛି। ଟ୍ରେଡ୍ମାର୍କସ୍ ରେଜିଷ୍ଟ୍ରି ପକ୍ଷରୁ ‘ଶ୍ରୀମନ୍ଦିର’, ‘ରତ୍ନ ଭଣ୍ଡାର’ ଏବଂ ‘ଶ୍ରୀନଅର’ ନାମଗୁଡ଼ିକୁ ଏହି ସୁରକ୍ଷା ମିଳିଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ଏହି ନାମଗୁଡ଼ିକର ସୁରକ୍ଷା ପାଇଁ ପୂର୍ବରୁ ଆବେଦନ କରାଯାଇଥିଲା। Post navigation 2 Men With Firearm Detained Ahead of PM Modi’s Mumbai Event