ଭାରତରେ ଶୀଘ୍ର ପ୍ରଚଳିତ ହେବାକୁ ଯାଉଛି ପ୍ଲାଷ୍ଟିକ୍ ନୋଟ୍। ଆସନ୍ତା ଏପ୍ରିଲ ସୁଦ୍ଧା ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହି ନୋଟଗୁଡ଼ିକୁ ବଜାରକୁ ଛାଡ଼ିବାକୁ ଲକ୍ଷ୍ୟ ରଖିଛି। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ମୁଦ୍ରାନୀତି ବୈଠକ ପରେ ଏହି ପାଇଲଟ୍ ପ୍ରୋଜେକ୍ଟ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କକୁ ମୋଟ ୨୦୦ କୋଟି ପଲିମର୍ ବ୍ୟାଙ୍କ ନୋଟ୍ ଛାପିବାକୁ ଅନୁମତି ଦେଇଛନ୍ତି। ପ୍ରାରମ୍ଭିକ ପରୀକ୍ଷଣ ପାଇଁ ୧୦ ଏବଂ ୨୦ ଟଙ୍କିଆ ନୋଟ୍ ପ୍ରସ୍ତୁତ କରାଯାଉଛି । Post navigation Rajya Sabha Clears Bill to Raise Supreme Court Judges’ Strength to 38 Sheikh Hasina Addresses Via VC For First Time Since Ouster, Says She Will Return To Bangladesh