ମହିଳା ଥାନାରୁ ଅଭିଯୁକ୍ତ ଚମ୍ପଟ୍ ମାରିବା ଘଟଣାରେ କମିଶନରେଟ୍ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ଡ୍ୟୁଟି ଅଫିସର୍ ଏଏସ୍ଆଇ ତିଳୋତ୍ତମା ପୃଷ୍ଟି ଏବଂ ସେଣ୍ଟ୍ରି ପ୍ରଦୀପ୍ତ ବେହେରାଙ୍କୁ ନିଲମ୍ବିତ କରାଯାଇଛି । ଭୁବନେଶ୍ୱର ଡିସିପି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଭଦ୍ରକ ସାବରଙ୍ଗ ଥାନା ଏରଡ଼ା ଗାଁର ରୁଦ୍ର ପ୍ରସାଦ ସୂତାରକୁ ଗିରଫ କରିଥିଲା। ଶୁକ୍ରବାର ସକାଳେ ସେଣ୍ଟ୍ରିଙ୍କୁ ଧକ୍କା ଦେଇ ଚମ୍ପଟ ମାରିଥିଲା ଅଭିଯୁକ୍ତ । Post navigation President Murmu to Visit Berhampur: ସ୍ୱତନ୍ତ୍ର ଟ୍ରେନ୍ରେ ବ୍ରହ୍ମପୁର ଅଭିମୁଖେ ବାହାରିଲେ ରାଷ୍ଟ୍ରପତି Former Tamil Nadu Deputy CM Arrested: ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଗିରଫ