କେନ୍ଦ୍ରାପଡ଼ା ସଦର ଥାନା ଉଦୟନଗର ସ୍ଥିତ ଏକ ଘରୋଇ ସ୍କୁଲର ୭ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ସଙ୍ଗେ ସଙ୍ଗ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍କୁଲରେ ଲାଇଟ୍ ନଥିବାରୁ ଗୁଳଗୁଳିରେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା କୁହାଯାଇଥିବା ବେଳେ ଆବାସିକ ସ୍କୁଲରେ ଖାଇବା ପିଇବାରେ ଅସୁବିଧା ହୋଇଥିବା ଅଭିଯୋଗ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *