6 year old girl Branded 60 Times with Hot Iron Rod

ଅନ୍ଧ ବିଶ୍ୱାସର କରୁଣ ପରିଣତି । ନବରଙ୍ଗପୁର ଜିଲ୍ଲାରେ ପୁଣି ଘଟିଛି ଅଭାବନୀୟ ଘଟଣା । ଆଜି ସକାଳେ ଚେଙ୍କରେ ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଞ୍ଚାୟତର ଫୁଣ୍ଡେଲପଡା ଗ୍ରାମରେ ମାସକର ଶିଶୁ ଗୁରୁତର ହୋଇଥିବାବେଳେ ରାଇଘର ବ୍ଲକ ନାକଟିସେମଡ଼ା ଗାଁରେ ପୁଣି ଅଭାବନୀୟ ଘଟଣା ଘଟିଛି ।

୬ ବର୍ଷର ଶିଶୁକନ୍ୟା ଦେହରେ ୬୦ରୁ ଅଧିକ ଚେଙ୍କ ଦିଆଯାଇଛି । ଫଳରେ ଶିଶୁଟି ଏବେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛି ।

By Nirvay

Leave a Reply

Your email address will not be published. Required fields are marked *