ଭୁବନେଶ୍ବରର ୪ଶହ ୬୦ଟି ସ୍କୁଲ ବସ୍‌ର ନାହିଁ ଫିଟନେସ୍‌ । ବିନା ଫିଟନେସ୍‌ରେ ପିଲାଙ୍କୁ ନେବା ଆଣିବା କରୁଛି ସ୍କୁଲ ବସ୍ । ଏ ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ସେ କହିଛନ୍ତି ଭୁବନେଶ୍ୱରରେ ଗଡ଼ୁଛି ଫିଟନେସ୍‌ ନଥିବା ସ୍କୁଲ ବସ୍। ଭୁବନେଶ୍ବରରେ ୧୪୮୪ ସ୍କୁଲ୍‌ ବସ୍‌ ପଞ୍ଜୀକୃତ ହୋଇଥିବା ବେଳେ ସେଥିରୁ ୪୬୦ର ଫିଟନେସ୍‌ ନାହିଁ । ବିନା ଫିଟନେସରେ ପିଲାଙ୍କୁ ନେବା ଆଣିବା କରୁଛି ସ୍କୁଲ ବସ୍।

Leave a Reply

Your email address will not be published. Required fields are marked *