ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନର ଦିନ ୧୧ଟା ସୁଦ୍ଧା ୨୧.୩୦ ପ୍ରତିଶତ ମତଦାନ ସରିଛି । ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଦେଇଛନ୍ତି। ପୂର୍ବାହ୍ନ ୧୧ଟା ସୁଦ୍ଧା ଦେବଗଡରେ ସର୍ବାଧିକ ମତଦାନ ହୋଇଛି । ଦେବଗଡରେ ସର୍ବାଧିକ ୨୪% ମତଦାନ ହୋଇଛି । ସେହିପରି ଢେଙ୍କାନାଳରେ ୨୦.୯୨ପ୍ରତିଶତ ମତଦାପନ ହୋଇଥିବା ବେଳେ କେଉଁଝରରେ ୨୦.୮୪, ଖୋର୍ଦ୍ଧାରେ ୨୧.୬୧, ମୟୂରଭଞ୍ଜରେ ୨୧.୨୪, ନୟାଗଡରେ ୧୯.୩୦ ପୁରୀରେ ୨୧.୬୪, ସମ୍ବଲପୁରରେ ୨୨.୪୯ ପ୍ରତିଶତ ମତଦାନ ହୋଇଛି । Post navigation ଉପାସନାଙ୍କୁ ଅଶାଳୀନ ଭାଷାରେ ଗାଳି ଦେଲେ ବିଜେଡି ଯୁବକ; ଗଡ଼ରୋଡଙ୍ଗରେ ଉତ୍ତେଜନା ରାସ୍ତା କଲେନି ସରକାର, ଭୋଟ ଦେଲେନି ଗାଁ ଲୋକ