ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନର ଦିନ ୧୧ଟା ସୁଦ୍ଧା ୨୧.୩୦ ପ୍ରତିଶତ ମତଦାନ ସରିଛି ।

ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଦେଇଛନ୍ତି।

ପୂର୍ବାହ୍ନ ୧୧ଟା ସୁଦ୍ଧା ଦେବଗଡରେ ସର୍ବାଧିକ ମତଦାନ ହୋଇଛି । ଦେବଗଡରେ ସର୍ବାଧିକ ୨୪% ମତଦାନ ହୋଇଛି । ସେହିପରି ଢେଙ୍କାନାଳରେ ୨୦.୯୨ପ୍ରତିଶତ ମତଦାପନ ହୋଇଥିବା ବେଳେ କେଉଁଝରରେ ୨୦.୮୪, ଖୋର୍ଦ୍ଧାରେ ୨୧.୬୧, ମୟୂରଭଞ୍ଜରେ ୨୧.୨୪, ନୟାଗଡରେ ୧୯.୩୦ ପୁରୀରେ ୨୧.୬୪, ସମ୍ବଲପୁରରେ ୨୨.୪୯ ପ୍ରତିଶତ ମତଦାନ ହୋଇଛି ।

Leave a Reply

Your email address will not be published. Required fields are marked *