Day: 30 October 2026

Central Team to Visit Odisha on November 2 to Assess Cyclone and Flood Damage

Cyclone Arnab Aftermath: ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ନଭେମ୍ବର ୨ରେ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍

ବାତ୍ୟା ‘ଅର୍ଣ୍ଣବ’ ଓ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍‌ । ଆସନ୍ତା ନଭେମ୍ବର ୨ ତାରିଖରେ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଗସ୍ତରେ ଆସିବେ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ…

PM Modi releases Rs 9.34 Cr under 24th instalment of PM-KISAN

प्रधानमंत्री मोदी ने जारी की पीएम-किसान योजना की 24वीं किस्त; 9.34 करोड़ किसानों को मिला लाभ

प्रधानमंत्री नरेंद्र मोदी ने शुक्रवार को ‘प्रधानमंत्री किसान सम्मान निधि’ (PM-KISAN) योजना की 24वीं किस्त के रूप में लगभग 19,000 करोड़ रुपये जारी किए, जिससे 9.34 करोड़ से अधिक किसानों…

PM-KISAN 24th Instalment: ପିଏମ୍ କିଷାନ୍ ଯୋଜନା; ଓଡ଼ିଶାର ୩୫ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୨,୦୦୦ ଟଙ୍କାର କିସ୍ତି ଟଙ୍କା

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି ପ୍ରଦାନ ଅବସରରେ ଆଜି ‘ପିଏମ୍ କିଷାନ୍ ଉତ୍ସବ ଦିବସ’ ପାଳିତ ହେଉଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି…

Odisha Floods Situation: ବାତ୍ୟା ‘ଅର୍ଣ୍ଣବ’ର ପରେ ବନ୍ୟା ବିପ୍ଳବ: ବିପଦ ସଙ୍କେତ ଉପରେ ଋଷିକୁଲ୍ୟା ଓ ଘୋଡ଼ାହାଡ଼ ନଦୀ ଜଳସ୍ତର

ରାଜ୍ୟରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ପରେ ଏହାର ଦୁର୍ଦ୍ଦଶା ଏବେ ଲୋକଙ୍କ ପିଛା ଛାଡୁ ନାହିଁ। ବାତ୍ୟା ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଭୟବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା କମିଥିଲେ ମଧ୍ୟ ପ୍ରମୁଖ…

Taptapani Ghat Landslide: ତପ୍ତପାଣି ଘାଟିରେ ଭୂସ୍ଖଳନ: ଲଗାଣ ବର୍ଷାରେ ରାସ୍ତାବନ୍ଦ, ଯାତ୍ରୀ ହନ୍ତସନ୍ତ

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଓ ଲଗାଣ ବର୍ଷା ଯୋଗୁଁ ଗଜପତି ଓ ଗଞ୍ଜାମ ଜିଲ୍ଲା ସୀମାନ୍ତରେ ଥିବା ତପ୍ତପାଣି ଘାଟିରେ ଏକ ବଡ଼ଧରଣର ଭୂସ୍ଖଳନ ଘଟିଛି। ପାହାଡ଼ ଉପରୁ ପ୍ରକୃତିର ପ୍ରକୋପରେ ଅନେକ ବଡ଼ ବଡ଼ ପଥର ଖସି ରାସ୍ତା ଉପରେ…

Schools To Remain Closed Today In Sundaragada: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ସୁନ୍ଦରଗଡ଼ ଜିଲ୍ଲାରେ ଆଜି ସମସ୍ତ ସ୍କୁଲ ବନ୍ଦ

ରାଜ୍ୟରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଏବଂ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଜିଲ୍ଲାରେ ଥିବା ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସ୍କୁଲପକୁ…

Floodwater Submerges NH-16 Disrupts Odisha-Andhra Connectivity

Cyclone Arnab: ବାହୁଦା ନଦୀର ବନ୍ୟାଜଳରେ ଜଳମଗ୍ନ NH-୧୬, ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ଲଗାଣ ବର୍ଷା ଯୋଗୁଁ ବାହୁଦା ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତ ଇଚ୍ଛାପୁରମ ନିକଟରେ ବନ୍ୟାଜଳ ଜାତୀୟ ରାଜପଥ ଉପରେ ପ୍ରବାହିତ ହେଉଥିବାରୁ NH-୧୬ରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ…