Day: 24 October 2026

Low Pressure to Turn Into Cyclone: ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁସ୍ପଷ୍ଟ ଲଘୁଚାପ; ୨୬ରେ ବାତ୍ୟା ରୂପ ନେବା ସମ୍ଭାବନା

ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ସୃଷ୍ଟି ହୋଇଛି ସୁସ୍ପଷ୍ଟ ଲଘୁଚାପ। ଏହା ଆଗାମୀ ସମୟରେ ଅଧିକ ଶକ୍ତିଶାଳୀ ହୋଇ ଅବପାତର ରୂପ ନେବ। ଆସନ୍ତାକାଲି ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବା ସହ ୨୬ ତାରିଖ ବେଳକୁ ଏକ ସାମୁଦ୍ରିକ…