Month: September 2026

Subhadra Scheme Completes Two Years: ସୁଭଦ୍ରା ଯୋଜନାର ୨ ବର୍ଷ ପୂର୍ତ୍ତି: ଘରେ ଘରେ ଦୀପ ଜାଳି ଉତ୍ସବ ପାଳନ କରିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ରାଜ୍ୟର ଅଗ୍ରଣୀ ମହିଳା ସଶକ୍ତୀକରଣ ଯୋଜନା ‘ସୁଭଦ୍ରା’ ଆସନ୍ତାକାଲି ୨ ବର୍ଷ ପୂରଣ କରିବାକୁ ଯାଉଛି। ଏହି ଅବସରରେ ଘରେ ଘରେ ଦୀପ ଜାଳି ଉତ୍ସବ ପାଳନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ମହିଳାମାନଙ୍କୁ ଆହ୍ୱାନ ଦେଇଛନ୍ତି। ସନ୍ଧ୍ୟା…

State Denies Dara Singh’s Release: ଦାରାଙ୍କୁ ଛାଡ଼ିବା ପାଇଁ ଚାହୁଁନାହାନ୍ତି ‘ହିନ୍ଦୁ’ ସରକାର !

ରାଜ୍ୟ ଦଣ୍ଡାଦେଶ ସମୀକ୍ଷା ବୋର୍ଡ (ଏସଏସ୍ଆର୍‌ବି) ଦାରା ସିଂ ଓରଫ ରବିନ୍ଦ୍ର କୁମାର ପାଲଙ୍କ ଆଗୁଆ ମୁକ୍ତିକୁ ନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ବଡ଼ ଚର୍ଚ୍ଚା ସୃଷ୍ଟି କରିଛି। ପୂର୍ବରୁ ଭଲ ଆଚରଣ ଦୃଷ୍ଟିରୁ କାରାଗାର ସେବା ମହାନିର୍ଦ୍ଦେଶକ ଏବଂ…

Rajasthan Election Results: ରାଜସ୍ଥାନ ଫଳ ଓଡ଼ିଶା ଭାଜପା ଲାଗି ସତର୍କ ଘଣ୍ଟି !

ରାଜସ୍ଥାନ ପୌର ନିର୍ବାଚନ ଫଳ ପ୍ରକାଶ ପାଇଛି। ଶାସକ ଭାରତୀୟ ଜନତା ପାର୍ଟି ଏକ ନମ୍ବର ଦଳ ହୋଇଛି। ରାହୁଲ ଗାନ୍ଧୀଙ୍କ ଗୁଂଜମୁଂଜ୍ କାର୍ଯ୍ୟକ୍ରମ କଂଗ୍ରେସକୁ କିଛି ସାହାଯ୍ୟ କରିପାରି ନାହିଁ । କିନ୍ତୁ ଜନତା ଶାସକ ଭାଜପା ଲାଗି ବିପଦ…

EPF पर सरकार का बड़ा फैसला, ₹15,000 से बढ़कर ₹25,000 हुई वेतन सीमा

केंद्रीय मंत्री अश्विनी वैष्णव ने घोषणा की कि प्रधानमंत्री नरेंद्र मोदी की अध्यक्षता में केंद्रीय मंत्रिमंडल ने EPFO ​​वेतन सीमा को ₹15,000 से बढ़ाकर ₹25,000 प्रति माह करने को मंज़ूरी…

पीएम मोदी से मिले बचपन के दोस्त, वापस मिली BJP MLA के कब्ज़े वाली ज़मीन

पीएम नरेंद्र मोदी के स्कूल मित्र 81 वर्षीय असगर अली वोरा को पीएम से मुलाकात के बाद महाराष्ट्र के मीरा-भयंदर में बीजेपी विधायक नरेंद्र मेहता से उनकी विवादित जमीन वापस…

Fresh Trouble for BJD Leader Bikram Panda: ସାକ୍ଷୀଙ୍କୁ ଧମକ ଅଭିଯୋଗ: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବିରୋଧରେ ରୁଜୁ ହେଲା ନୂଆ ମାମଲା

ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ଅସୁବିଧା ଥମିବାର ନାଁ ନେଉନାହିଁ। ହାଇକୋର୍ଟରୁ ଜାମିନ ପାଇବାର ମାତ୍ର କିଛି ଦିନ ମଧ୍ୟରେ ସେ ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ଗତ ଅଗଷ୍ଟ ୨୮ ତାରିଖରେ ଜଣେ ପ୍ରମୁଖ ସାକ୍ଷୀଙ୍କୁ…

‘Sagar Kavach’ Mega Mock Drill: ଆଜିଠୁ ଦୁଇଦିନିଆ ଓଡ଼ିଶା ଉପକୂଳରେ ଆରମ୍ଭ ମେଗା ସମରାଭ୍ୟାସ ସାଗର କବଚ

ଓଡ଼ିଶାର ସମୁଦ୍ର ଉପକୂଳରେ ଆରମ୍ଭ ହୋଇଛି ମେଗା ସମରାଭ୍ୟାସ ‘ସାଗର କବଚ’। ଉପକୂଳବର୍ତ୍ତୀ ଅଞ୍ଚଳର ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଦୁଇଦିନିଆ ମିଳିତ ସମରାଭ୍ୟାସର ଆୟୋଜନ କରାଯାଇଛି। ସମୁଦ୍ରରୁ ସ୍ଥଳଭାଗ ପର୍ଯ୍ୟନ୍ତ କଡ଼ା ପହରା…

Nuakhai Celebrations at Rashtrapati Bhavan: ରାଷ୍ଟ୍ରପତି ଭବନରେ ଧୂମଧାମରେ ପାଳିତ ହେଲା ‘ନୂଆଁଖାଇ’: ଓଡ଼ିଶାର ଲୋକନୃତ୍ୟ ଓ ସଂସ୍କୃତିର ଝଲକ

କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ ଅବସରରେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଏକ ଭବ୍ୟ ଓ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ବିଶେଷ ଅବସରରେ ଓଡ଼ିଶାର ପ୍ରସିଦ୍ଧ ଓଡ଼ିଶୀ, ଘୁମୁରା, ଢେମସା, ଲାଞ୍ଜିଆ ସଉରା ଏବଂ ସମ୍ବଲପୁରୀ ନୃତ୍ୟ କଳାକାରମାନଙ୍କ…