Day: 6 April 2026

Special Development Council: ୨୩ଟି ସ୍ୱତନ୍ତ୍ର ବିକାଶ ପରିଷଦ ପାଇଁ ନୂଆ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାମ ଘୋଷଣା

ରାଜ୍ୟର ୨୩ ଜିଲ୍ଲାର ସ୍ଵତନ୍ତ୍ର ବିକାଶ ପରିଷଦ ପାଇଁ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ନିଯୁକ୍ତି କଲେ ସରକାର। ଆଦିବାସୀ ବହୁଳ ଅଞ୍ଚଳଗୁଡ଼ିକର ସାମାଜିକ-ସାଂସ୍କୃତିକ ପରିଚୟକୁ ବଜାୟ ରଖି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ୨୩ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ…

Shyam Metallics Factory Sealed: ଶ୍ୟାମ ମେଟାଲିକ୍ସ କାରଖାନାକୁ ସିଲ୍ କଲା ପ୍ରଶାସନ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ କାରଖାନାକୁ ସିଲ୍ କଲା ପ୍ରଶାସନ। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରଦୂଷଣ ମାମଲାରେ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡକୁ…

PaitaLagi Ritual: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ ୪ ଘଣ୍ଟା ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି । ଏଥିଲାଗି ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ । ବୈଶାଖ କୃଷ୍ଣ ଚତୁର୍ଥୀରେ ଶ୍ରୀବିଗ୍ରହଙ୍କ ପଇତାଲାଗି ଅନୁଷ୍ଠିତ ହେବ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ…

Odisha Govt LPG Clarification: ଶ୍ରମିକ ଛାତ୍ରଛାତ୍ରୀ ପରିଚୟପତ୍ର ଦେଖାଇ କିଣି ପାରିବେ ୫କେଜି ଗ୍ୟାସ ସିଲିଣ୍ଡର

୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ଖାଦ୍ୟ ଯୋଗାଣ ବିଭାଗର ସ୍ପଷ୍ଟୀକରଣ। ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀ ପରିଚୟପତ୍ର ଦେଖାଇ କିଣିପାରିବେ ୫ କେଜି ଗ୍ୟାସ ସିଲିଣ୍ଡର। ସେମାନଙ୍କ ପାଇଁ ଲାଗୁ ହେବନି ୫ କେଜି ସିଲିଣ୍ଡର କଟକଣା । ସେହିପରି…