Month: February 2026

Russia Bans WhatsApp: ହ୍ବାଟ୍ସଆପ୍ ବ୍ୟାନ କଲା ଋଷିଆ

ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌କୁ ବ୍ୟାନ୍‌ କଲା ଋଷିଆ । ଋଷିଆର ଆଇନ ଅମାନ୍ୟ କରାଯାଉଥିବା ଅଭିଯୋଗରେ ବ୍ୟାନ୍ କରାଯାଇଛି। ୧୦ କୋଟି ୟୁଜର୍ସଙ୍କ ହ୍ବାଟ୍ସଆପ୍ ଆକାଉଣ୍ଟ ବ୍ୟାନ୍‌ ନେଇ ସୂଚନା । ଏ ନେଇ ସୂଚନା ଦେଇଛନ୍ତି ମେଟାର ପ୍ରତିଷ୍ଠାତା…

News Anchor Sarla Maheshwari Passes Away: ପରଲୋକରେ ପ୍ରଖ୍ୟାତ ସମ୍ବାଦ ପାଠିକା ସରଳା ମାହେଶ୍ୱରୀ

ଦୂରଦର୍ଶନର ଜଣାଶୁଣା ସମ୍ବାଦ ପାଠିକା ସରଳା ମାହେଶ୍ୱରୀଙ୍କର ପରଲୋକ ଘଟିଛି। ସ୍ୱତନ୍ତ୍ର ଅନ୍ଦାଜ ପାଇଁ ପରିଚିତ ଥିଲେ ସରଳା ମାହେଶ୍ୱରୀ । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ସରଳା ଦୂରଦର୍ଶନର ଏକ ଲୋକପ୍ରିୟ ଚେହେରା ଥିଲେ ।…

Sex Racket Busted In Khordha: ଖୋର୍ଦ୍ଧା ବିକାଶ ନଗରରେ ସେକ୍ସ ରାକେଟ ଠାବ

ଖୋର୍ଦ୍ଧା ବିକାଶ ନଗରରୁ ସେକ୍ସ ରାକେଟ୍ ଠାବ ହୋଇଛି । ଏକ ଭଡା ଘରେ ଚାଲିଥିବା ସେକ୍ସ ସ୍କାଣ୍ଡାଲର ପର୍ଦ୍ଦାଫାଶ କରିଛି ପୋଲିସ । ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ ସ୍କାଣ୍ଡାଲ । କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ…

Odisha Adarsha Vidyalaya: ଆଦର୍ଶ ବିଦ୍ୟାଳୟରେ ବିଧାୟକ ଓ ସାଂସଦଙ୍କ କୋଟା ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅରୁଣ ସାହୁଙ୍କ ଚିଠି

ଆଦର୍ଶ ବିଦ୍ୟାଳୟରେ ବିଧାୟକ ଓ ସାଂସଦଙ୍କ କୋଟା ବନ୍ଦ ଦାବି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ବିଧାୟକ ଅରୁଣ ସାହୁ । ବିଧାୟକ, ସାଂସଦ ଓ ଜିଲ୍ଲାପାଳଙ୍କ ୨ଟି ଲେଖାଏଁ କୋଟା ବନ୍ଦ ପାଇଁ ଚିଠି ଲେଖାଯାଇଛି। ସେ…

OTET Exam: ମେ ତୃତୀୟ ସପ୍ତାହରେ ହେବ ଓଟିଇଟି ପରୀକ୍ଷା

ଆସନ୍ତା ମେ ତୃତୀୟ ସପ୍ତାହରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ । ଖୁବ୍‌ ଶୀଘ୍ର ଆବେଦନ ନେଇ ତାରିଖ ପ୍ରକାଶ ପାଇବ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଏ ନେଇ…

New QR Code Land Patta: ଜମି କିଣାବିକାରେ ଆଉ ହେବନି ଠକେଇ; ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ନୂଆ ଜମି ପଟ୍ଟା । ଜମି ସମ୍ପର୍କିତ ଠକେଇକୁ ରୋକିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, କେନ୍ଦ୍ର ସରକାରଙ୍କ ସହଯୋଗରେ ଓଡ଼ିଶା ସରକାର କ୍ୟୁଆର୍ କୋଡ୍-ସକ୍ଷମ ଜମି ପଟା ପ୍ରଚଳନ…

Missing Ratna Bhandar Key: ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ବିଧାନସଭା ଅଧିବେଶନରେ ଉପସ୍ଥାପନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ତାର ଚାବି ହଜିବା ଘଟଣାର ତଦନ୍ତ ପ୍ରସଙ୍ଗରେ ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରିଥିବା ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପନ କରିବାକୁ…

Twist In Pitabas Murder Case: ପୀତବାସ ହତ୍ୟାକାଣ୍ଡରେ ନୂଆ ମୋଡ଼

ବ୍ରହ୍ମପୁରରେ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡର ବଡ଼ ଟ୍ୱିଷ୍ଟ । ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ପୋଲିସ ସୂଚନା ଅନୁଯାୟୀ, ପୀତବାସଙ୍କ ସିକ୍ରେଟ୍ ଚାମ୍ବରରେ ଆପତ୍ତିଜନକ ଜିନିଷ ଓ ପେନ୍ ଡ୍ରାଇଭ୍ ମିଳିଛି । ଏଥିରେ ୪ଟି ରଙ୍ଗୀନ ଫଟୋ…

Odisha Paddy Procurement: ଚାଷୀମାନଙ୍କର ସବୁ ଧାନ ଉଠିବ କହିଲେ ସମବାୟ ମନ୍ତ୍ରୀ

ଓଡ଼ିଶା ସରକାର ଚାଷୀମାନଙ୍କୁ ଧାନ କ୍ରୟ ପାଇଁ ବିଭିନ୍ନ ସୁବିଧା ଯୋଗାଇ ଦେଇଛନ୍ତି । ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି ଯେ ଚାଷୀମାନଙ୍କର ସମସ୍ତ ଧାନ ଉଠିବ । ମିଲର୍ସଙ୍କ ଷ୍ଟୋରେଜ୍ କ୍ଷମତା ଅନୁଯାୟୀ ଧାନ ରହିଯାଇଛି ଏବଂ…

Bharat Bandh Disrupts Daily Life: ଭାରତ ବନ୍ଦ ର ପ୍ରଭାବ: ଓଡ଼ିଶାରେ ଜନଜୀବନ ପ୍ରଭାବିତ, ପ୍ରମୁଖ ସେବା ବାଧାପ୍ରାପ୍ତ

ଭାରତ ବନ୍ଦର ଆଂଶିକ ପ୍ରଭାବ ଓଡ଼ିଶାରେ ପଡ଼ିଛି । ବନ୍ଦ ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ବସ୍ ଚଳାଚଳ ଉପରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କଟକରୁ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି…