Day: 31 January 2026

OHRC Declares ‘Dahani’ Term As Criminal Offence: ‘ଡାହାଣୀ’ ଶବ୍ଦ ଅପରାଧ; ଆଇନ ସଂଶୋଧନ ପାଇଁ OHRCଙ୍କ ନିର୍ଦ୍ଦେଶ

ଓଡ଼ିଶା ମାନବ ଅଧିକାର ଆୟୋଗ (OHRC) ଡାହାଣୀ ଶିକାର ଭଳି କୁସଂସ୍କାର ପ୍ରଥା ବିରୋଧରେ ଏକ ଐତିହାସିକ ଆଦେଶ ଜାରି କରିଛନ୍ତି । ଡାହାଣୀ ଶବ୍ଦକୁ ଅପରାଧ ଭାବେ ଘୋଷଣା କରିବା ସହିତ ଆଇନ ସଂଶୋଧନ ଓ ସଚେତନତା ପାଇଁ ସରକାରଙ୍କୁ…

Subhadra Bus Soon In Bhubaneswar: ମହିଳା ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରେ ଗଡ଼ିବ ‘ସୁଭଦ୍ରା ବସ୍‌’

ମହିଳା ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରେ ଗଡ଼ିବ ‘ସୁଭଦ୍ରା ବସ୍‌’ । ରାଜଧାନୀ ଭୁବନେଶ୍ୱରରେ ମହିଳା ଯାତ୍ରୀଙ୍କ ପାଇଁ ‘ସୁଭଦ୍ରା ବସ୍‌’ ଚଳାଇବା ପାଇଁ ସ୍ଥିର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

Joranda Magha Mela Begins: ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା

ଆଜିଠୁ ଆରମ୍ଭ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା । ଢେଙ୍କାନାଳର ଯୋରନ୍ଦା ମହିମାଗାଦିରେ ଏହି ମେଳା ଆୟୋଜନ ହେଉଛି । ମହିମା ଧର୍ମର ଉତ୍ପତ୍ତି ସ୍ଥଳ ହେଉଛି ଯୋରନ୍ଦା ମହିମାଗାଦି । ଚଳିତବର୍ଷ ମାଘମେଳା ୧୫୩ ବର୍ଷରେ ପହଞ୍ଚିଛି । ମହିମା ସାଧୁମାନେ…