Day: 24 January 2026

State-Level Republic Day Parade At Bhubaneswar: ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପରେଡ୍ ପାଇଁ ଜୋରସୋରରେ ଅଭ୍ୟାସ

ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ । ସମାରୋହ ପୂର୍ବରୁ ଭୁବନେଶ୍ୱର ଲୋୟର ପିଏମଜିରେ ଆରମ୍ଭ ହୋଇଛି ପରେଡ୍‌ ରିହର୍ସାଲ । ଆଜି ଫୁଲଡ୍ରେସ ରିହରସାଲ୍ କରାଯାଉଛି । ଏଥର ଗଣତନ୍ତ୍ର ଦିବସ ପରେଡରେ ୫୪ଟି କଣ୍ଟିଜେଣ୍ଟ ଭାଗ ନେବେ…

Non-Veg Ban On Republic Day: କୋରାପୁଟ ଜିଲ୍ଲାରେ ଗଣତନ୍ତ୍ର ଦିବସରେ ଆମିଷ ନିଷେଧ

ଗଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଆମିଷ ଭୋଜନ ନିଷେଧ କରାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ହୋଟେଲ, ରେସ୍ତୋରାଁ ଓ ଆମିଷ ଭୋଜନାଳୟକୁ ନିରାମିଷ ଭୋଜନ ପରିସର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିଷେଧାଦେଶ କଡ଼ାକଡ଼ି…