Month: June 2025

ଆଉ ନାହାନ୍ତି ‘ବିଗ୍ ବସ୍ ୧୩’ ଫେମ୍ ଶେଫାଳି ଜରିୱାଲା

ଆଉ ନାହାନ୍ତି ‘ବିଗ୍ ବସ୍ – ୧୩’ ଫେମ୍ ତଥା ବଲିଉଡ ଅଭିନେତ୍ରୀ ଶେଫାଲି ଜରିୱାଲା । ୪୨ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ସେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କ ସ୍ୱାମୀ…

ରଥଟଣା ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ନବୀନ ପଟ୍ଟନାୟକ

ରଥଟଣା ବିଳମ୍ବକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣାରେ ଅତ୍ୟଧିକ ବିଳମ୍ବ ହେବାରୁ ନବୀନ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଆମେ…

ଶରଧାବାଲିରେ ପହଞ୍ଚିଲେ ତିନି ରଥ

ଦ୍ଵିତୀୟ ଦିନରେ ଆଜି ଜନ୍ମସ୍ଥାନରେ ପହଞ୍ଚଞ୍ଚିଛନ୍ତି ଚୁତୁର୍ଦ୍ଧାମୂର୍ତ୍ତି । ଶରଧାବାଲିରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ପହଞ୍ଚିଛିଛନ୍ତି । ପଛେପଛେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ପଛରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପହଞ୍ଚିଛନ୍ତି । ସୂଚନା ଅନୁଯାୟୀ ଦିନ…

ପୁରୀରେ ପହଞ୍ଚିଲେ ଗୌତମ ଆଦାନୀ

ଭୁବନେଶ୍ୱର ଏୟାରପୋର୍ଟରେ ଆଜି ଆଦାନୀ ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନୀ ପହଞ୍ଚିବା ପରେ ପୁରୀରେ ପହଞ୍ଚିଛନ୍ତି । ପବିତ୍ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ସେ ଜଗା ଦର୍ଶନ କରିବା ସହ ପୁରୀରେ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ଭାଗ ନେବେ ।…

ଆଜି ଦ୍ଵିତୀୟଦିନରେ ପୁଣି ଥରେ ଆରମ୍ଭ ହେଲା ମହାପ୍ରଭୁଙ୍କ ରଥଟଣା

ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରାରେ ଶନିବାର ଦିନ ପୁଣି ଥରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହୋଇଛି । ଆଜି ପୁରୀ ବଡ଼ଦାଣ୍ଡରେ ପୁଣି ଆରମ୍ଭ ହୋଇଛି ରଥ ଟଣା । ଆଜି ଦ୍ଵିତୀୟଦିନରେ ରଥ ଉପରେ ମଙ୍ଗଳ ଆଳତୀ ସରିବା…

ରଥଯାତ୍ରାରେ ଅଘଟଣ; ପୁଲିସ ଆକ୍ରମଣରେ ସାମ୍ବାଦିକ ଗୁରୁତର ଆହତ

ରଥଯାତ୍ରାରେ ଅଘଟଣ। ରାଜ୍ୟ ସରକାର ସ୍ୱୀକୃତିପ୍ରାପ୍ତ ଓ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ରଥଯାତ୍ରା ଖବର ସଂଗ୍ରହ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିଥିବା ବେଳେ ପୁଲିସ ଆକ୍ରମଣରେ ୭ରୁ ଉର୍ଦ୍ଧ୍ବ ଗୁରୁତର ଆହାତ ହୋଇଛନ୍ତି । ଜଣେ ମହିଳା ସାମ୍ବାଦିକ ହାତରେ ୨୦ ଷ୍ଟିଜ…

ବିଳମ୍ବରେ ଗଡିଲା ନନ୍ଦିଘୋଷ

ରାତିରେ ଗଡ଼ିଲା ନନ୍ଦିଘୋଷ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ।ଅହେତୁକ ବିଳମ୍ବରେ ଗଡ଼ିଲା ନନ୍ଦିଘୋଷ ରଥ । ରାତି ୭ଟା ୪୫ ମିନିଟରେ ଟଣାଗଲା ଶ୍ରୀଜଗନ୍ନାଥଙ୍କ ରଥ । ତେବେ ଅଳ୍ପ ଟଣା ଯିବା ପରେ ରଥ ଟଣା ବନ୍ଦ ରହିଛି ।…

ବଡ଼ଦାଣ୍ଡରେ ଜାରି ରହିଛି ରଥଟଣା

ପୁରୀ ବଡ଼ଦାଣ୍ଡରେ ଜାରି କରିଛି ରଥଟଣା । ମାଉସୀ ଘର ଅଭିମୁଖେ ବାହାରିଛି ତିନି ରଥ । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ପ୍ରଥମେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କର ରଥ ଟଣା ଆରମ୍ଭ ହୋଇ ଶରଧାବାଲି ଅଭିମୁଖେ ଗଡିଥିଲା । ମରୀଚକୋଟ…

କୋଲକାତାରେ ଆଇନ ଛାତ୍ରୀଙ୍କୁ କ୍ୟାମ୍ପସ ଭିତରେ ଗଣଦୁଷ୍କର୍ମ ଘଟଣା; ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ

କୋଲକାତାର ଆରଜି କର ମେଡିକାଲ ଓ ହସ୍ପିଟାଲରେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବର୍ଷେ ନ ପୁରୁଣୁ ଏବେ ଆଉ ଏକ ଲୋମହର୍ଷଣକାରୀ ମାମଲା ଆସିଛି । କସବା ଆଇନ ମହାବିଦ୍ୟାଳୟ ପରିସର ଭିତରେ ଗଣଦୁଷ୍କର୍ମର ଶିକାର…

ରଥଯାତ୍ରା ଅବସରରେ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ମୋହନ ମାଝୀ, ଧର୍ମେନ୍ଦ୍ର ପ୍ରଧାନ

ବିଶ୍ୱପ୍ରସିଦ୍ଧ ‘ରଥଯାତ୍ରା’ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଗଜେନ୍ଦ୍ର ସିଂ ଶେଖାୱତ ପୁରୀ ଗୋବର୍ଦ୍ଧନ ପୀଠ ପରିଦର୍ଶନ କରିବା ସହ ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଥିଲେ ।…