Day: 6 June 2025

ରାଜ୍ୟରେ ଜଣ୍ଡିସ୍ ଆତଙ୍କ; ୧୫ ଆକ୍ରାନ୍ତ

ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ରାଜ୍ୟରେ କରୋନା ସମେତ ଜଣ୍ଡିସ୍ ଆତଙ୍କ ବଢ଼ିବାରେ ଲାଗିଛି । ମୟୂରଭଞ୍ଜ ଜିଲ୍ଲା ଉଦଳାର ପରିଛିପୁରରେ ଜଣ୍ଡିସ୍ ଆତଙ୍କ ବଢ଼ିବାରେ ଲାଗିଛି। ଜଣ୍ଡିସରେ ୧୫ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।…

ଉଦଘାଟିତ ହେଲା ବିଶ୍ୱର ସର୍ବୋଚ୍ଚ ସେତୁ ଚେନାବ

ଉଦଘାଟିତ ହେଲା ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ ଚେନାବ ସେତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଲୋକାର୍ପିତ କରିଛନ୍ତି । ଏବେ ଯେକୌଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ହେବ ସହଜ । ୧୫ ଶହ କୋଟି ଖର୍ଚ୍ଚରେ ନିର୍ମିତ…

ରାଜ୍ୟରେ ଆଉ ୭ ନୂଆ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ଚିହ୍ନଟ ହୋଇଛନ୍ତି ୭ ନୂଆ କରୋନା ପଜିଟିଭ୍ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ହୋଇଛି । ଏହା ସହ ବର୍ତ୍ତମାନ ସୁଦ୍ଧା…

ଅଗଷ୍ଟ ୩ ତାରିଖରେ ନିଟ୍ ପିଜି ପରୀକ୍ଷା

ଅଗଷ୍ଟ ୩ ତାରିଖରେ ଅନୁଷ୍ଠିତ ହେବ ନିଟ୍ ପିଜି ୨୦୨୫ ପରୀକ୍ଷା । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ପରୀକ୍ଷା ଅଗଷ୍ଟ ୩ ତାରିଖରେ ଗୋଟିଏ ସିପ୍ଟରେ କରାଯିବ। ନୂଆ ତାରିଖରେ ସୁପ୍ରିମକୋର୍ଟ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ୍ସ-NBE ର ଆବେଦନକୁ…

ଲଗାତାର ତୃତୀୟ ଥର ପାଇଁ ରେପୋ ହାର ହ୍ରାସ କଲା ଆରବିଆଇ

ଋଣ ନେଉଥିବା କିମ୍ବା ଋଣ ଉପରେ ଇଏମ୍‌ଆଇ ଦେଉଥିବା ଲୋକଙ୍କ ପାଇଁ ଆଶ୍ୱସ୍ତି ଖବର ଆସିଛି। ଲଗାତାର ତୃତୀୟ ଥର ପାଇଁ ରେପୋ ହାର ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ…

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ। ଭୁବନେଶ୍ୱରର ଲୋକସେବା ଭବନରେ ଏହି ବୈଠକ ଆରମ୍ଭ ହେବ। ତେବେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିବ ବୋଲି ଚର୍ଚ୍ଚା…

ବେଙ୍ଗାଲୁରେ ଦଳାଚକଟା ଘଟଣା; ଆରସିବି ମାର୍କେଟିଂ ହେଡଙ୍କ ସମେତ ୪ ଜଣ ଗିରଫ

ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରସିବି (ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ)ର ବିଜୟ ଉତ୍ସବ ସମୟରେ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟା ଘଟଣାରେ ଆରସିବି ମାର୍କେଟିଂ ହେଡ୍‌ ନିଖିଲ ସୋସଲେ ସମେତ ୪ ଜଣ ଗିରଫ । ଏୟାରପୋର୍ଟରୁ ଗିରଫ କଲା ବେଙ୍ଗାଲୁରୁ ପୋଲିସ…