Day: 2 June 2025

+୩ ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି

+୩ ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି । ଜୁନ୍‌ ୪ ତାରିଖ ରାତି ୧୧ଟା ୪୫ ଯାଏଁ ଫର୍ମ ଦାଖଲ ଅବଧି ବଢ଼ାଇଲା ଉଚ୍ଚ ଶିକ୍ଷା ବିଭାଗ । ଛାତ୍ରଛାତ୍ରୀଙ୍କ ପାଇଁ ଜୁନ ୪ ତାରିଖ ରାତି ୧୧ଟା…

ପ୍ରକାଶ ପାଇଲା ଜେଇଇ ଆଡ୍‌ଭାନ୍ସ ରେଜଲ୍ଟ

ପ୍ରକାଶ ପାଇଲା ଜେଇଇ ଆଡ୍‌ଭାନ୍ସ ରେଜଲ୍ଟ ୨୦୨୫ ।jeeadv.ac.inରେ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଦେଖିପାରିବେ । ଚଳତବର୍ଷ ପାସ୍‌ କରିଛନ୍ତି ୫୪ ହଜାର ୩୭୮ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ ଆଇଆଇଟି ଦିଲ୍ଲୀର ରଜିତ ଗୁପ୍ତା ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ…

ନନ୍ଦନକାନନରେ ଧଳା ବାଘ ଶାବକର ମୃତ୍ୟୁ

ନନ୍ଦନକାନନରେ ଧଳା ବାଘ ଶାବକର ମୃତ୍ୟୁ। ସେ ଗତ ମାର୍ଚ୍ଚରୁ ଅସୁସ୍ଥ ଥିବାବେଳେ ଆଜି ଆଖି ବୁଜିଛି । ଜନ୍ମ ହେବାର ମାତ୍ର ସାତ ମାସ ପରେ ଧଳା ବାଘ ଶାବକର ମୃତ୍ୟୁ ହୋଇଥିବା ଜଣାପଡିଛି । ଗତବର୍ଷ ନଭେମ୍ବର ୨ରେ…

ବିଜେଡିରୁ ବିଦା ହେଲେ ବିଭୁ ପ୍ରସାଦ

ବିଜେଡିରୁ ବିଦା ହେଲେ ପୂର୍ବତନ ବ୍ଲକ୍‌ ସଭାପତି ବିଭୁ ପ୍ରସାଦ ଦେହୁରୀ । ଢେଙ୍କାନାଳ ସଦର ବ୍ଲକ ପୂର୍ବତନ ବିଜେଡ଼ି ସଭାପତି ବିଭୁ ପ୍ରସାଦ ଦେହୁରୀଙ୍କ ସଭାପତି ଦଳରୁ ନିଲମ୍ବନ କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ…

ଭାରସାମ୍ୟ ହରାଇ ବିଜାଘାଟିରେ ଓଲଟିଲା ବସ୍‌, ୫୦ରୁ ଅଧିକ ଯାତ୍ରୀ ଚାପିହୋଇଥିବା ସନ୍ଦେହ

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌ । ମାଲକାନଗିରିର ବିଜାଘାଟିରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା । ଆଜି ସକାଳେ ହାଇଦ୍ରାବାଦରୁ ବଲାଙ୍ଗୀର ଯାତ୍ରୀଙ୍କୁ ଧରି ଫେରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ବସ୍‌ରେ ୫୦ରୁ ଅଧିକ…