ତାଜା ଖବର ଦେଶ ଉଦଘାଟିତ ହେଲା ବ୍ରହ୍ମୋସ ସୁପରସୋନିକ ନିର୍ମାଣ ୟୁନିଟ୍ May 11, 2025 Papirani ଲକ୍ଷ୍ନୌରେ ବହ୍ମୋସ୍ ମିସାଇଲ ନିର୍ମାଣ ପାଇଁ ବିଶାଳ ୟୁନିଟ ଉଦଘାଟିତ । ଭିଡିଓ କନଫେରେନ୍ସରେ ଉଦଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ୨ ଶହ ଏକର ଜମି ଓ ୩ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି…
ତାଜା ଖବର ଦେଶ ରାଜନୀତି ଟ୍ରମ୍ପ୍ଙ୍କ ଅସ୍ତ୍ରବିରତି ଘୋଷଣା ଟ୍ବିଟ୍; କାଶ୍ମୀର ପ୍ରସଙ୍ଗ ଅନ୍ତର୍ଜାତୀୟକରଣ କରିବାକୁ ଉଦ୍ୟମ ହୋଇଛି: ସଚିନ ପାଇଲଟ୍ May 11, 2025 Papirani ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଅସ୍ତ୍ରବିରତିକୁ ନେଇ ଆଜି ବଡ଼ ବୟାନ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ। ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…
ତାଜା ଖବର ରାଜ୍ୟ ଦେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀ ନେବେ ତାଲିମ: ସୂର୍ଯ୍ୟବଂଶୀ ସୂରଜ May 11, 2025 Papirani ଦେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ତାଲିମ । ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ଛାତ୍ରଛାତ୍ରୀମାନଙ୍କୁ ସାମରିକ, ଅର୍ଦ୍ଧସାମରିକ, ପୋଲିସ ସେବାରେ ନିୟୋଜନ ପାଇଁ ତାଲିମ ପ୍ରଦାନ କରାଯିବ । ଦେଶ…
ତାଜା ଖବର ରାଜ୍ୟ ଜାତୀୟ ସୁରକ୍ଷା ପାଇଁ ଯୁବପିଢ଼ିଙ୍କୁ ନାଗରିକ ପ୍ରତିରକ୍ଷାରେ ଯୋଗ ଦେବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ May 11, 2025 Papirani ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀବନ ସୁରକ୍ଷା ଏବଂ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବାରେ ନାଗରିକଙ୍କ ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରି ନିଜ ସୋସିଆଲ ମିଡ଼ିଆ ମାଧ୍ୟମରେ କହିଛନ୍ତି ଦେଶର ସାଧାରଣ ଲୋକଙ୍କ ଧନ, ଜୀବନର ସୁରକ୍ଷା ଆମ…
ତାଜା ଖବର ଦେଶ ବିଶ୍ୱ ଯୁଦ୍ଧବିରତି ଚୁକ୍ତିନାମା ପରେ ଚେନାବ ନଦୀରେ ଥିବା ବାଗଲିହାର ୨ଟି ଡ୍ୟାମର ଗେଟ ଖୋଲିଲା ଭାରତ May 11, 2025 Papirani ଯୁଦ୍ଧବିରତି ଚୁକ୍ତିନାମା ପରେ ଭାରତ ଆଣି ସକାଳେ ଚେନାବ ନଦୀର ନିର୍ମିତ ସଲାଲ ଓ ବାଗଲିହାର ଡ୍ୟାମର ଗେଟ ଖୋଲି ଦେଇଛି, ଯାହା ଯୋଗୁଁ ପାଣି ପାକିସ୍ତାନ ଆଡକୁ ପ୍ରବାହିତ ହେଉଛି। ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ସହ ସିନ୍ଧୁ…
ତାଜା ଖବର ଦେଶ ବିଶ୍ୱ ଯୁଦ୍ଧବିରତି ପାଇଁ ଦୁଇ ଦେଶକୁ ପ୍ରଶଂସା କଲେ ଡୋନାଲ୍ଡ ଟ୍ରମ୍ପ May 11, 2025 Papirani ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମାକୁ ନେଇ ଟ୍ରୁଥ୍ ସୋସିଆଲ ଆକାଉଣ୍ଟରେ ପ୍ରତିକ୍ରିୟା ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯୁଦ୍ଧବିରତି ପାଇଁ ଦୁଇ ଦେଶକୁ ପ୍ରଶଂସା କରି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ମୁଁ ଖୁସି ଯେ ଉଭୟ…
ତାଜା ଖବର ରାଜ୍ୟ ପୁଣି ରାଜ୍ୟକୁ ଫେରିଲା ତାତି; ୩୫ ଡିଗ୍ରୀ ଟପିଲା ଝାରସୁଗୁଡ଼ା May 11, 2025 Papirani ପ୍ରଚଣ୍ତ ତାତି ଓ ଅସମ୍ଭାଳ ଗୁଳୁଗୁଳିରେ କଲବଲ ହୋଇଗଲାଣି ପୂରା ରାଜ୍ୟ। ସାଢ଼େ ୮ଟା ସୁଦ୍ଧା ୩୫.୨ ଡିଗ୍ରୀ ଟପିଛି ଝାରସୁଗୁଡା । ସେହିପରି ସମ୍ବଲପୁର ୩୪.୪ ଡିଗ୍ରୀ ହୋଇଥିବା ବେଳେ ହୀରାକୁଦ ୩୪, ବାଲେଶ୍ୱର ୩୩ ଡିଗ୍ରୀ, ପୁରୀ ୩୩.୪,…
ଦେଶ ବିଶ୍ୱ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ; ପୁଣି ସୀମାରେ ବିସ୍ଫୋରଣ, ଡ୍ରୋନ୍ ଆକ୍ରମଣ May 10, 2025 Nirvay ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଥିବାବେଳେ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ପୁଣିଥରେ ଜମ୍ମୁ-କାଶ୍ମୀରରେ ସୀମାରେ ବିସ୍ଫୋରଣ ହୋଇଛି । ଏଲଓସି ନିକଟବର୍ତ୍ତୀ ଅଖନୁର, ରଜୌରୀ ଓ ପୁଞ୍ଚରେ ଅସ୍ତ୍ରବିରତି ଉଲ୍ଲଙ୍ଘନ…
ଦେଶ ବିଶ୍ୱ ଅସ୍ତ୍ରବିରତି ସତ୍ତ୍ୱେ ସିନ୍ଧୁ ନଦୀ ଚୁକ୍ତି ରଦ୍ଦ ନିଷ୍ପତ୍ତି ବଳବତ୍ତର May 10, 2025 Nirvay ଅସ୍ତ୍ରବିରତି ସତ୍ତ୍ୱେ ସିନ୍ଧୁ ନଦୀ ଚୁକ୍ତି ରଦ୍ଦ ନିଷ୍ପତ୍ତି ବଳବତ୍ତର ରହିବ ବୋଲି ବୈଦେଶିକ ମନ୍ତ୍ରାଳୟ ତରଫରୁ କୁହାଯାଇଛି । ଅସ୍ତ୍ରବିରତି ନେଇ କୌଣସି ପୂର୍ବ ଓ ପର ସର୍ତ୍ତ ନାହିଁ । ଆତଙ୍କବାଦ ବିରୋଧୀ ଲଢ଼େଇ ଜାରି ରହିବ ।…
ଦେଶ ବିଶ୍ୱ ଅସ୍ତ୍ରବିରତି ପାଇଁ ରାଜି ହେଲେ ଭାରତ ଓ ପାକିସ୍ତାନ May 10, 2025 Nirvay ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି ବୋଲି ବୈଦେଶିକ ବ୍ୟାପର ସଚିବ ବିକ୍ରମ ମିଶ୍ରୀ ସୂଚନା ଦେଇଛନ୍ତି । ଆଜି ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ପାଇଁ ଭାରତ ସହମତି ପ୍ରକାଶ କରିଛି ।…