ତାଜା ଖବର ଦେଶ ଆଦମପୁର ବାୟୁସେନା ଏୟାରବେସରେ ପ୍ରଧାନମନ୍ତ୍ରୀ ମୋଦି May 13, 2025 Papirani ପଞ୍ଜାବର ଆଦମପୁର ଏୟାରବେସରେ ଯବାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ-ପାକିସ୍ତାନ ଯୁଦ୍ଧବିରତି ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପଞ୍ଜାବସ୍ଥିତ ଆଦମପୁର ବାୟୁସେନା ଏୟାରବେସରେ ପହଁଚିଛନ୍ତି । ପ୍ରଧାନମନ୍ତ୍ରୀ ଯବାନଙ୍କ ସହିତ କିଛି ବିଶେଷ ମୁହୂର୍ତ୍ତ ବିତାଇବା…
ତାଜା ଖବର ରାଜ୍ୟ ୧୫ସୁଦ୍ଧା ପିଏମ୍ ଆବାସ ପଞ୍ଜୀକରଣ May 13, 2025 Papirani ଆସନ୍ତା ୧୫ ପିଏମ୍ ଆବାସ ପଞ୍ଜୀକରଣ ଶେଷ ତାରିଖ । ଏ ନେଇ ଆଜି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି ପଞ୍ଜୀକରଣ ପାଇଁ ମଝିରେ ଆଉ ମାତ୍ର ଗୋଟିଏ ଦିନ ରହିଲା । ପିଏମ୍…
ତାଜା ଖବର ଦେଶ ପହଲଗାମ ଆତଙ୍କୀ ହମଲାରେ ସମ୍ପୃକ୍ତ ଆତଙ୍କୀଙ୍କ ପୋଷ୍ଟର ଜାରି; ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କାର ପୁରସ୍କାର May 13, 2025 Papirani ପହଲଗାମ ଆତଙ୍କୀ ହମଲାରେ ସମ୍ପୃକ୍ତ ଆତଙ୍କୀଙ୍କ ପୋଷ୍ଟର ଜାରି । ୩ ପାକିସ୍ତାନୀ ଆତଙ୍କୀଙ୍କ ପୋଷ୍ଟର ଜାରି କଲା ସୁରକ୍ଷା ଏଜେନ୍ସି। ଜମ୍ମୁ କାଶ୍ମୀର ସୋପିଆନ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ୩ ଜଣ ଆତଙ୍କବାଦୀଙ୍କ ଫଟୋ ଜାରି କରାଯାଇଛି । ଯେଉଁମାନେ…
ତାଜା ଖବର ଦେଶ ରାଜ୍ୟ ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ May 13, 2025 Papirani ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ବାଦଶ ରେଜଲ୍ଟ । ଦ୍ବାଦଶରେ ୮୮.୩୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ । ଭୁବନେଶ୍ବରରେ ପାସ୍ହାର ରହିଛି ୮୩.୬୪ ପ୍ରତିଶତ । ୧୭ ଲକ୍ଷ ୮୮ ହଜାର ଦେଇଥିଲେ ଦ୍ବାଦଶ…
ତାଜା ଖବର ରାଜ୍ୟ ରାଜଧାନୀରେ ‘ଆମ ବସ୍’ ସେବା ଠପ୍; ଆନ୍ଦୋଳନକୁ ଓହ୍ଲାଇଛନ୍ତି ବସ କଣ୍ଡକ୍ଟର୍ ଏବଂ ଡ୍ରାଇଭର May 13, 2025 Papirani ରାଜଧାନୀରେ ଆମ ବସ୍ ସେବା ଠପ୍ । ରାଜଧାନୀ ଭୁବନେଶ୍ଵରରେ ଆମ ବସ୍ କର୍ମଚାରୀମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସୁରକ୍ଷା ଦାବିରେ ବସ କଣ୍ଡକ୍ଟର୍ ଏବଂ ଡ୍ରାଇଭରମାନେ ଆନ୍ଦୋଳନ କରିଛନ୍ତି । ଆମ ବସ୍ କର୍ମଚାରୀଙ୍କୁ ମାଡ଼ ମରାଯିବା ପ୍ରତିବାଦରେ…
ଦେଶ ବିଶ୍ୱ ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ; ଜମ୍ମୁ ଓ ପଞ୍ଜାଵରେ ଉଡିଲା ଡ୍ରୋନ୍ May 12, 2025 Nirvay ପୁଣି ଭାରତ-ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ଜମ୍ମୁ କାଶ୍ମୀର ସାମ୍ବା ସେକ୍ଟରରେ ଏବଂ ପଞ୍ଜାବ ସୀମାରେ ପାକିସ୍ତାନୀ ଡ୍ରୋନ ଦେଖାଯିବା ସହ ବଡ଼ ବିସ୍ଫୋରଣ ଶବ୍ଦ ବି ଶୁଭିଛି । ତେବେ ଭାରତ, ପାକିସ୍ତାନୀ ଡ୍ରୋନକୁ ମାରି…
ଖେଳ ମେ ୧୭ ରୁ ପୁଣି ଆରମ୍ଭ ହେବ ଆଇପିଏଲ୍; ଜୁନ୍ ୩ ରେ ଫାଇନାଲ୍ ମ୍ୟାଚ୍ May 12, 2025 Nirvay ମେ’ ୧୭ ରୁ ପୁଣି ଆରମ୍ଭ ହେବ ଆଇପିଏଲ୍ ମ୍ୟାଚ । ଆରସିବି ଓ କଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ୬ ଟି ଭେନ୍ୟୁରେ ଅବଶିଷ୍ଟ ୧୭ ଟି ମ୍ୟାଚ ଅନୁଷ୍ଠିତ ହେବ । ବେଙ୍ଗାଲୁରୁ, ଦିଲ୍ଲୀ, ଲକ୍ଷ୍ନୌ,…
ଦେଶ ଅପରେସନ ସିନ୍ଦୂର ଦେଶର ମାଆ ଓ ଭଉଣୀଙ୍କ ପାଇଁ ସମର୍ପିତ: ନରେନ୍ଦ୍ର ମୋଦି May 12, 2025 Nirvay ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଅପରେସନ ସିନ୍ଦୂର କେବଳ ଗୋଟିଏ ନାଁ ନୁହେଁ, ଏହା ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା । ଅପରେସନ ସିନ୍ଦୂର ଦେଶର ମାଆ…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ May 12, 2025 Papirani ଓଡ଼ିଶା ଗସ୍ତରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଆରଏସ୍ଏସ୍ ମୁଖ୍ୟ । ଭୁବନେଶ୍ବରରେ ପହଞ୍ଚିବା ପରେ ସିଧା ସଡ଼କପଥରେ କଟକ ଗତିରାଉତପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ…
ତାଜା ଖବର ଦେଶ ଆଜି ରାତି ୮ଟାରେ ରାଷ୍ଟ୍ରକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି May 12, 2025 Papirani ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ‘ଅପରେସନ୍ ସିନ୍ଦୂର’ ପରେ ଏହା ମୋଦିଙ୍କ ପ୍ରଥମ ସମ୍ବୋଧନ। NSA, CDS, ତିନି ସେନା ମୁଖ୍ୟଙ୍କ ସହ ସରିଛି ଆଲୋଚନା। ଅପରେସନ ସିନ୍ଦୂର ସମ୍ପର୍କରେ…