Month: May 2025

ପ୍ରତାପ ଦେବଙ୍କ ଘରେ ପୁରୀ ନେତାଙ୍କ ବୈଠକ

ବିଜେଡି ନେତା ପ୍ରତାପ ଦେବଙ୍କ ଘରେ ପୁରୀ ନେତାଙ୍କ ବୈଠକ । ବରିଷ୍ଠ ବିଜେଡି ନେତା ପ୍ରତାପ ଦେବଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ଦେଖିବାକୁ ମିଳିଛି। ଏହି ବୈଠକରେ ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୁରୀ ଜିଲ୍ଲା ସଭାପତି ଉମା ସାମନ୍ତରାୟ, ପୂର୍ବତନ…

ଆତଙ୍କବାଦ ଶେଷ କରିବା ଭାରତର ସଂକଳ୍ପ: ପ୍ରଧାନମନ୍ତ୍ରୀ ମୋଦି 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ କି ବାତ’ର ୧୨୨ତମ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ‘ଅପରେସନ ସିନ୍ଦୂର’ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ପୂରା ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ୍‌ ହୋଇଛି । ଆଜି ଲୋକଙ୍କ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ ପାଇଁ ହୋଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୀତି ଆୟୋଗ ବୈଠକ ଅବସରରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶାର ବିକାଶକୁ କିଭଳି ତ୍ବରାନ୍ବିତ କରାଯିବ, ସେ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି ।…

ବିଶ୍ବର ସର୍ବବୃହତ ଚତୁର୍ଥ ଅର୍ଥନୈତିକ ଦେଶ ପାଲଟିଲା ଭାରତ

ବିଶ୍ବର ସର୍ବବୃହତ ଚତୁର୍ଥ ଅର୍ଥନୈତିକ ଦେଶ ପାଲଟିଲା ଭାରତ।ଜାପାନକୁ ଟପି ପଞ୍ଚମରୁ ଚତୁର୍ଥ ବୃହତ୍ ଅର୍ଥନୈତିକ ଦେଶରେ ପରିଣତ ହୋଇଛି। ଆମେରିକା, ଚୀନ, ଜର୍ମାନୀ ପରେ ଏବେ ଭାରତ ୪ର୍ଥ ସ୍ଥାନରେ ରହିଥିବା ନେଇ ଆଜି ସୂଚନା ଦେଇଛନ୍ତି ନୀତି ଆୟୋଗର…

୩ ବର୍ଷ ଭିତରେ ଭିଡ଼ ମୁକ୍ତ ହେବ ଭୁବନେଶ୍ୱର: ପୃଥ୍ଵୀରାଜ ହରିଚନ୍ଦନ

ଭୁବନେଶ୍ୱରକୁ ଭିଡ଼ ମୁକ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଆଜି ପୂର୍ତ୍ତମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ, ଭୁବନେଶ୍ୱର ସହରକୁ ଭିଡ଼ ମୁକ୍ତ କରିବାକୁ ଜୁନ ୧୨ ରେ ଏକାଧିକ…

ଭୁବନେଶ୍ୱରରେ ଚାଲିବ ହାଇଡ୍ରୋଜେନ ବସ୍‌

କମିବ ଡିଜେଲ ବସ ବ୍ୟବହାର, ରାଜଧାନୀ ଭୁବନେଶ୍ୱରରେ ଚାଲିବ ହାଇଡ୍ରୋଜେନ ବସ । ପ୍ରାରମ୍ଭିକ ଭାବେ ୩ଟି ହାଇଡ୍ରୋଜେନ୍ ବସ ଚାଲିବ । ହାଇଡ୍ରୋଜେନ ପ୍ରସ୍ତୁତ ପାଇଁ ସ୍ୱେରେଜ ୱାଟର ବ୍ୟବହାର ହେବ । ଏ ନେଇ ଏମଓୟୁ ସରିଥିବା ସୂଚନା…

ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ମଠ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖାଯାଇଥିଲା: ବିଜେଡି

ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ଏହି ସ୍ଥଳରେ ଥିବା ୧୯ଟି ଐତିହ୍ୟ ମଠ ଗୁଡିକର ପୁନଃବିନ୍ୟାସ ନେଇ ଗତ କାଲି ରାଜ୍ୟର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ମନ୍ତବ୍ୟ ଉପରେ ବିଜୁ ଜନତା ଦଳ ପ୍ରତିକ୍ରିୟା ଦେଇ କହିଛି, ଐତିହ୍ୟ ସ୍ୱରୂପ ବିରାଜମାନ…

ଅଭିନେତା ମୁକୁଲ ଦେବଙ୍କ ୫୪ ବର୍ଷ ବୟସରେ ପରଲୋକ

ମାତ୍ର ୫୪ ବର୍ଷ ବୟସରେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି ଅଭିନେତା ମୁକୁଲ ଦେବ । ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଦିନ ରାତିରେ ତାଙ୍କର ଦେହାନ୍ତ…

କେନ୍ଦୁଝର SDJM କୋର୍ଟରେ ରାଜା ଚକ୍ରଙ୍କ ଜାମିନ୍ ଖାରଜ

ସରୁନି ରାଜା ଚକ୍ରଙ୍କ ଅଡୁଆ । କେନ୍ଦୁଝର SDJM କୋର୍ଟ ଆଜି ବିଜେଡି ନେତା ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ସଦର ଥାନାରେ ରୁଜୁ ଏକ ମାମଲାରେ ଜାମିନ୍ ଖାରଜ ହୋଇଛି । ଜାମିନ୍ ଖାରଜ ପରେ…

ନୂଆପଡ଼ା ଆର ଆଣ୍ଡ ବି ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ ଭିଜିଲାନ୍ସ ଦ୍ୱାରା ଗିରଫ

ନୂଆପଡ଼ା ଜିଲ୍ଲା, ଖଡ଼ିଆଳର ଆର୍ ଆଣ୍ଡ ବି ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ପିପିଲି ଓ ନୂଆପଡ଼ା ସମେତ ସୁଶାନ୍ତ ସେଠୀଙ୍କ ୮ଟି ସ୍ଥାନରେ ଗତକାଲି…