Day: 26 May 2025

‘ଅପରେସନ୍‌ ସିନ୍ଦୂର’ ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ୱାର୍‌ ରୁମ୍‌ ଦୃଶ୍ୟ

ଅପରେସନ୍‌ ସିନ୍ଦୂର ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ୱାର ରୁମ୍‌ର ଚିତ୍ର । ଅପରେସନ୍‌ ସିନ୍ଦୂରରେ ପାକିସ୍ତାନର ୯ଟି ଆତଙ୍କୀ କ୍ୟାମ୍ପ ଧ୍ୱଂସର ମନିଟରିଂ କରୁଥିଲେ ତିନି ସେନା ମୁଖ୍ୟ । ପହଲଗାମ ନରସଂହାରକୁ ନେଇ ଅପରେସନ ସିନ୍ଦୂର…

ଡିଆରଡିଓ ଅଧ୍ୟକ୍ଷ ଡ. ସମୀର ଭି. କାମାତଙ୍କ କାର୍ଯ୍ୟକାଳ ବୃଦ୍ଧି

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଅଧ୍ୟକ୍ଷ ଡ. ସମୀର ଭି. କାମାତଙ୍କ କାର୍ଯ୍ୟକାଳ ବର୍ଷକ ପାଇଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଜୁନ୍ ୧ରେ କାମାତଙ୍କ କାର୍ଯ୍ୟକାଳ ସରିବାକୁ ଥିବାବେଳେ ଆଉ ବର୍ଷକ ପାଇଁ ଅର୍ଥାତ ୩୧…

୧୪ ଦିନିଆ ନ୍ୟାୟିକ ହେପାଜତରେ ଜ୍ୟୋତି ମଲହୋତ୍ରା

ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଗିରଫ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି ହିସାର କୋର୍ଟ । ମେ ୧୬ ତାରିଖରେ ପାକିସ୍ତାନକୁ ସମ୍ବେଦନଶୀଳ ସୂଚନା ଦେବା ଅଭିଯୋଗରେ ହିସାରର ୟୁଟ୍ୟୁବର…

ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲ୍‌

ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲ୍‌ ।ଅଡେଣିଗଡ଼ ନିକଟରେ କୌଣସି କାରଣରୁ ଭୁଶୁଡ଼ିଲା ନିର୍ମାଣାଧୀନ ରେଳ ଟନେଲ୍‌ । ଟନେଲ ଭୁଶୁଡିବା ପରେ ସେଠାରେ ୩୦ ମିଟର ଦୀର୍ଘ ଗର୍ତ୍ତ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଏହି ସମୟରେ…

ପିପିଲିରେ ପୁଣି ଲଜ୍ଜା: ମାନିସକ ବିକାରଗ୍ରସ୍ତଙ୍କୁ ଦୁଷ୍କର୍ମ ଅଭିଯୋଗ 

ପିପିଲିରେ ପୁଣି ଲଜ୍ଜା । ସହଜପୁର ଗ୍ରାମରେ ମାନିସକ ବିକାରଗ୍ରସ୍ତଙ୍କୁ ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମ ପରେ ଜୀବନରେ ମାରି ଦେବାକୁ ଉଦ୍ୟମ କରୁଥିବା ବେଳେ ଯୁବତୀଙ୍କ ଚିତ୍କାର ଶୁଣି ପହଞ୍ଚିଥିଲେ ଗାଁ ଲୋକ । ଏହା ଦେଖି ଘଟଣା ସ୍ଥଳରୁ…

ଦୀଘାକୁ କେବେ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ: ଗଜପତି ମହାରାଜା

ଶ୍ରୀମନ୍ଦିର ପରିଚାଳନା କମିଟି ଉଚ୍ଚସ୍ତରୀୟ ବୈଠକ ପରେ ଦୀଘା ଜଗନ୍ନାଥ ‘ଧାମ’ ନାମକରଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ସେ କହିଛନ୍ତି ଜଗନ୍ନାଥ ଧାମ କହିଲେ କେବଳ ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର, ପୁରୀକୁ ବୁଝାଏ । ଅନେକ…

ଗୁପ୍ତଚରୀ ପାଇଁ ସିଆରପିଏଫ୍ ଯବାନ ଗିରଫ

ଗୁପ୍ତଚରୀ ପାଇଁ ସିଆରପିଏଫ୍ ଯବାନ ଗିରଫ । ଦିଲ୍ଲୀରୁ ଗିରଫ ହେଲେ ସିଆରପିଏଫ୍ ଯବାନ । ପାକିସ୍ତାନ ପାଇଁ ଗୁପ୍ତଚରୀ କରି ଯବାନ ମୋତିରାମ ଜାଟଙ୍କୁ ଗିରଫ କଲା ଜାତୀୟ ତଦନ୍ତ ସଂସ୍ଥା(ଏନ୍ଆଇଏ )। ଏନ୍ଆଇଏ ଦିଲ୍ଲୀରୁ ଜଣେ CRPF ଯବାନଙ୍କୁ…

ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ

ପୁରୀ ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମସ୍ତ କେନ୍ଦ୍ରମନ୍ତ୍ରୀ ଏବଂ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ରଥଯାତ୍ରା ପାଇଁ ନିମନ୍ତ୍ରଣ କରିଛନ୍ତି । ଦିଲ୍ଲୀରୁ ଫେରି ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ…

ଦେଶରେ କାୟା ବିସ୍ତାର କରୁଛି କରୋନା ମହାମାରୀ; ୧୦୦୯ରେ ପହଞ୍ଚିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା

ପୁଣି ଦେଶରେ ଆସ୍ତେ ଆସ୍ତେ କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଦିନକୁ ଦିନ ବଢ଼ିବାରେ ଲାଗିଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳ ୮ଟା ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୯ ଟପିଥିବା ନେଇ…

ଯାତ୍ରା ଅଭିନେତ୍ରୀଙ୍କୁ ଯାତ୍ରା ମାଲିକ ମାଡ଼ ମାରିବା ଅଭିଯୋଗ; ଥାନାରେ ଏତଲା

ଦିନକୁ ଦିନ ବଢିଚାଲିଛି ଯାତ୍ରା କଳାକାର ଏବଂ ଯାତ୍ରା ମାଲିକଙ୍କ ମଧ୍ୟରେ ବିବାଦ। ପୁଣି ଯାତ୍ରା ଜଗତ ଏକ ବିବାଦ ସାମ୍ନାକୁ ଆସିଛି । ଯାତ୍ରା ଅଭିନେତ୍ରୀଙ୍କୁ ମାଡ଼ ମରାଯିବା ନେଇ ଥାନାରେ ଏତଲା । ଦିଆଯାଇଛି । ଭୁବନେଶ୍ୱର ମହିଳା…