Day: 20 May 2025

ଗିରଫ ଜ୍ୟୋତିଙ୍କ ସହ ପୁରୀ ଝିଅଙ୍କ ଲିଙ୍କ୍‌ ପ୍ରସଙ୍ଗ; ତଦନ୍ତରେ ସହଯୋଗ କରୁଛନ୍ତି ପ୍ରିୟଙ୍କା: ଏସ୍‌ପି

ପାକିସ୍ତାନ ଗୁପ୍ତଚର ଭାବେ କାମ କରୁଥିବା ହରିୟାଣା ୟୁଟ୍ୟୁବର୍ ଜ୍ୟୋତି ମଲହୋତ୍ରାଙ୍କ ସହିତ ପୁରୀ ଝିଅ ପ୍ରିୟଙ୍କା ସେନାପତିଙ୍କ ସହିତ ସମ୍ପର୍କ ନେଇ ତଦନ୍ତ ଜାରି ରହିଛି । ଏ ନେଇ ସୂଚନା ଦେଇଛନ୍ତି ପୁରୀ ଏସପି କନୱାର ବିଶାଲ ସିଂ…

ରାଜ୍ୟ କ୍ୟାବିନେଟ୍‌ ଢାଞ୍ଚା ହେଲା ପରିବର୍ତ୍ତନ; ସଚିବଙ୍କ କ୍ଷମତା ସଂକୁଚିତ

ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟ୍‌ ଢାଞ୍ଚା । କ୍ୟାବିନେଟ୍‌ ବୈଠକରେ ସଚିବଙ୍କ କ୍ଷମତା ହେଲା ସଂକୁଚିତ । ମନ୍ତ୍ରୀଙ୍କ କ୍ଷମତା ବୃଦ୍ଧି ପାଇଁ ହେଲା ନିଷ୍ପତ୍ତି । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସବୁ…

ବିଜେଡ଼ି ଓ କଂଗ୍ରେସ ସବୁବେଳେ ପଛୁଆ ବର୍ଗଙ୍କୁ ଅବହେଳା କରିଛନ୍ତି: ମନମୋହନ ସାମଲ

ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ବିରୋଧୀ ଦଳକୁ ଟାର୍ଗେଟ କରି ମନମୋହନ ସାମଲ କହିଛନ୍ତି ପଛୁଆ ବର୍ଗଙ୍କୁ ଅଗ୍ରାଧିକାର ଦେବାକୁ ଜାତି…

ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ…

ଭରତପୁର ଥାନାରେ ନିର୍ଯାତନା ମାମଲା: ୪ ପୋଲିସଙ୍କ ଉପରୁ ହଟିଲା ନିଲମ୍ବନ

ଭରତପୁର ଥାନାରେ ମେଜର ଓ ବାନ୍ଧବୀ-ପୋଲିସ ବିବାଦ ଘଟଣାରେ ନିଲମ୍ବନ ହୋଇଥିବା ୪ ପୋଲିସ କର୍ମଚାରୀଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ । ଏସଆଇ ଓ ୨ ମହିଳା ASIଙ୍କ ସହ କନଷ୍ଟେବଳଙ୍କ ଉପରୁ ହତାଯାଇଛି ନିଲମ୍ବନ । ଏସଆଇ ଵୈଶାଳିନୀ…

ଓଡ଼ିଶାରେ ଶିଳ୍ପ ବାତାବରଣ ନାହିଁ: ତାରା ରଞ୍ଜନ

ଓଡ଼ିଶାରେ ଶିଳ୍ପର ବିକାଶ ଏବଂ ନିବେଶକଙ୍କୁ ଆକୃଷ୍ଟ କଲାଭଳି ପଦକ୍ଷେପ ନିଆଯାଉଥିବା କଥା ପୂର୍ବ ବିଜୁ ଜନତା ଦଳ ସରକାର କହିଆସୁଥିଲା ବେଳେ ଏହା ଏକପ୍ରକାର ପ୍ରଚାର ସଦୃଶ ରହିଥିଲା । ୨୪ ବର୍ଷର ସରକାର ପରେ ଏବେ ରାଜ୍ୟରେ ଭାଜପା…

ହଂକଂ ଏବଂ ସିଙ୍ଗାପୁର ପରେ ଭାରତରେ କରୋନା ଭୟ; ଦେଶରେ ଅଛନ୍ତି ୨୫୭ କୋଭିଡ୍ ଆକ୍ରାନ୍ତ

ପୁଣି ଧିରେ ଧିରେ କାୟା ବିସ୍ତାର କରୁଛି କରୋନା ମହାମାରୀ । ସିଙ୍ଗାପୁର, ହଂକଂ । ସିଙ୍ଗାପୁର, ହଂକଂରେ ପୁଣିଥରେ କୋଭିଡ୍ ମାମଲା ବୃଦ୍ଧି ପାଉଥିବାରୁ ଏନେଇ ଭାରତରେ ବଢୁଛି ଭୟ । ହଂକଂ ଏବଂ ସିଙ୍ଗାପୁରରେ ପ୍ରାୟ ୧୪,୦୦୦ କୋଭିଡ…

ଆଜି ୧୭ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ପାଇଁ ଜାରି ହେଲା ୱାର୍ଣ୍ଣିଂ

ରାଜ୍ୟରେ ଜାରିରହିଛି କାଳବୈଶାଖୀ ପ୍ରଭାବ । ଆସନ୍ତା ୨୩ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଦେଖାଯିବ ନେଇ ଅନୁମାନ କରାଯାଇଛି । ଏହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେହିପରି ଆଜି ୧୭ ଜିଲ୍ଲାରେ…