Day: 16 May 2025

ଆତଙ୍କବାଦୀ ମସୁଦ ଅଜହର ପରିବାରକୁ ମିଳିବ ୧୪ କୋଟି ସହାୟକ ରାଶି

ଅପରେସନ ସିନ୍ଦୂର ପରେ ପାକିସ୍ତାନର ମଲମ। ପୁଣି ଖୋଲିଲା ଆତଙ୍କୀସ୍ତାନର ପ୍ରକୃତ ମୁଖା । ଭାରତର ଆକ୍ରମଣ ଲାଗି ମିଳିବ କ୍ଷତିପୂରଣ । ଆତଙ୍କବାଦୀଙ୍କୁ ଦେବ ବିପୁଳ ଅର୍ଥ ପୁରସ୍କାର । ମସୁଦ ଅଜହର ପରିବାରକୁ ମିଳିବ ୧୪ କୋଟି ।…

ଆତଙ୍କୀ ଲଢ଼େଇ ଥିଲା ଟ୍ରେଲର, ଏବେ ଫିଲ୍ମ ବାକି ଅଛି: ରାଜନାଥ ସିଂହ

ଗୁଜରାଟ ଭୁଜ୍‌ରେ ଯୋଦ୍ଧାଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ। ଭୁଜ୍ ଏୟାରବେସ୍‌ରେ ବାୟୁସେନା ଯୋଦ୍ଧାଙ୍କୁ ଭେଟି କଥାବାର୍ତ୍ତା ହୋଇଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।ବାୟୁସେନା ଯୋଦ୍ଧାଙ୍କ ସହିତ କଥା ହୋଇ ବୀରତ୍ବକୁ ସଲାମ କରିଥିଲେ । ଭୁଜ୍‌ ଏୟାରବେସ୍‌କୁ ଉଡ଼ାଇଥିବା…

କାରରୁ ମିଳିଲା JEଙ୍କ ସନ୍ଦେହଜନକ ମୃତଦେହ

କାରରୁ ସନ୍ଦେହଜନକ ଅବସ୍ଥାରେ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ବରଗଡର ବରପାଲି ବ୍ଲକର ଜେଇ ଚନ୍ଦ୍ର ଶେଖର ଝାଡିଆ। ହଳଦୀପାଲି ଛକରେ…

ଅସହ୍ୟ ଗ୍ରୀଷ୍ମ ପ୍ରବାହ; ୮ଟା ସୁଦ୍ଧା ୩୨.୮ ଡିଗ୍ରୀ ଟପିଲା ରାଜଧାନୀ ତାପମାତ୍ରା

ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ସାରା ରାଜ୍ୟ। ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ତାଣ୍ତବ ରଚୁଥିବା ବେଳେ କିଛି ସ୍ଥାନରେ ଅତ୍ୟଧିକ ଗୁଳୁଗୁଳୁ ଅନୁଭୂତ ହେଉଛି । ଆର୍ଦ୍ରତା ହେତୁ…

କୃଷି ଓଭର୍‍ସିଅର ମାନଙ୍କ ମାସିକ ଗସ୍ତଭତ୍ତା ୪୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି

କୃଷି ଓଭର୍‍ସିଅର ମାନଙ୍କ ମାସିକ ଗସ୍ତଭତ୍ତା ୪୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କୃଷି ଓଭର୍‍ସିଅର ମାନଙ୍କୁ ଅତି କମରେ ୨୦ ଦିନ…

ଅଦିନିଆ ବର୍ଷା ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗୃହିତ

ଅଦିନିଆ ବର୍ଷାକୁ ରାଜ୍ୟ ସରକାର ରାଜ୍ୟଭିତ୍ତିକ ବିପର୍ଯ୍ୟୟ (State Specific Disaster) ଭାବେ ଗ୍ରହଣ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ଏହାଦ୍ୱାରା ଓଡ଼ିଶାର କୃଷକମାନେ ଅଦିନିଆ ବର୍ଷାରେ ରାଜ୍ୟ ବିପର୍ଯ୍ୟୟ…