Day: 10 May 2025

ପାକିସ୍ତାନ ଗୁଳିରେ କାଶ୍ମୀରର ଜଣେ ପ୍ରଶାସନିକ ଅଧିକାରୀଙ୍କ ମୃତ୍ୟୁ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ହେତୁ ଯୁଦ୍ଧ ଭଳି ସ୍ଥିତି ଉପୁଜିଛି। ଏହାରି ମଧ୍ୟରେ ପାକିସ୍ତାନ ଗୁଳିରେ କାଶ୍ମୀରର ଜଣେ ପ୍ରଶାସନିକ ଅଧିକାରୀଙ୍କ ମୃତ୍ୟୁ । ରଜୌରୀ ବାସଭବନରେ ଥିବା ବେଳେ ପାକିସ୍ତାନ ଆଡ଼ୁ ଗୁଳି ମାଡ଼…

ଭାରତ ଓ ପାକିସ୍ତାନ ଉତ୍ତେଜନା; ସବୁ ଜିଲ୍ଲାପାଳ, ଆରଡିସି ଓ ଆଇପିଏସ ଅଫିସରଙ୍କ ଛୁଟି ବାତିଲ କଲେ ଓଡ଼ିଶା ସରକାର

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦିନକୁ ଦିନ ଉତ୍ତେଜନା ବଢ଼ିବାରେ ଲାଗିଛି । ଉଭୟ ପକ୍ଷରୁ ଆକ୍ରମଣ ଲାଗି ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଆରଡିସି ଓ ଜିଲ୍ଲାପାଳଙ୍କ ଛୁଟି ବାତିଲ କରିଛନ୍ତି ଓଡ଼ିଶା ସରକାର। ଏନେଇ…

ସକାଳୁ ପାକିସ୍ତାନର ମିଶାଇଲ ଆକ୍ରମଣ; ୨ଟି ପାକିସ୍ତାନୀ ଜେଟ ଖସାଇଲା ଭାରତ

ପାକ୍‌ ପକ୍ଷରୁ ହେଉଥିବା ଆକ୍ରମଣକୁ ଉଚିତ୍‌ ଜବାବ ଦେଉଛି ଭାରତୀୟ ସଶସ୍ତ୍ର ବଳ । ଶୁକ୍ରବାର ମଧ୍ୟରାତ୍ରିରେ ଭାରତର ପାକିସ୍ତାନ ଏୟାରବେସ୍ ଉପରେ ଆକ୍ରମଣ ପରେ ଆଜି ସକାଳୁ ସକାଳୁ ପାକିସ୍ତାନ ଭାରତ ଉପରେ ମିସାଇଲ୍ ମାଡ଼ କରିଥିଲା, ଯାହାକୁ ଭାରତୀୟ…

ମଧ୍ୟରାତ୍ରିରେ ପାକିସ୍ତାନର ୩ଟି ଏୟାରବେସ୍ ଧ୍ୱଂସ କଲା ଭାରତ

ଅପରେସନ୍‌ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ସୀମାରେ ଚାଲିଛି ଘମାଘଟ୍‌ ଲଢ଼େଇ । ପାକ୍‌ ସେନାକୁ କଡା ଜବାବ ଦେଉଛି ଭାରତୀୟ ସେନା । ମଧ୍ୟରାତ୍ରିରେ ପାକିସ୍ତାନରେ ବଡ଼ ଧରଣର ଆକ୍ରମଣ କରି ୩ଟି ଏୟାରବେସ୍ ଧ୍ୱଂସ କରିଛି ଭାରତ…