Day: 8 May 2025

ଭାରତର ୧୫ଟି ସହରରେ ପାକିସ୍ତାନ କରିଥିବା ମିଜାଇଲ୍ ଆକ୍ରମଣ ଉଦ୍ୟମ ଭଣ୍ଡୁର

ଅପରେସନ ସିନ୍ଦୂର ପରେ ଭାରତ ପାକିସ୍ତାନ ମଧ୍ୟରେ ତୀବ୍ରତା ବଢ଼ିବାରେ ଲାଗିଛି। ପାକିସ୍ତାନ ଉପରେ ଭାରତର ଆକ୍ରମଣ ଅପରେସନ ସିନ୍ଦୂର ପରେ ଉତ୍ତର ଭାରତର ୧୫ଟି ସହରକୁ ପାକିସ୍ତାନ ମିସାଇଲ୍ ଆକ୍ରମଣ କରିଛି । ତେବେ ଏହାର ଭାରତୀୟ ପ୍ରତିରକ୍ଷା ବିଭାଗ…

ପୁଞ୍ଚ୍‌ରେ ପାକିସ୍ତାନ ସେନାଙ୍କ ଗୁଳିମାଡ଼; ୧୩ ଭାରତୀୟ ନାଗରିକ ମୃତ, ୫୯ ଆହତ

ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ରତା ବଢ଼ିବାରେ ଲାଗିଛି। ସାଧାରଣ ଲୋକଙ୍କୁ କରୁଛି ଟାର୍ଗେଟ କରିଛି ପାକିସ୍ତାନ । ଜାମ୍ମୁ-କାଶ୍ମୀର ପୁଞ୍ଚ୍‌ରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରିଛି। ଏଥିରେ ୧୩ ଭାରତୀୟ ନାଗରିକଙ୍କ…

ଅପରେସନ ସିନ୍ଦୂରରେ ଅତିକମ୍‌ରେ ମରିଛନ୍ତି ୧୦୦ ଆତଙ୍କବାଦୀ: ରାଜନାଥ ସିଂ

ଅପରେସନ ସିନ୍ଦୂର ପରେ ପ୍ରତିଶୋଧର ନିଆଁରେ ଜଳୁଛି ପାକିସ୍ତାନ । ଏହା ମଧ୍ୟରେ କେନ୍ଦ୍ର ଦ୍ୱାରା ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ସର୍ବଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମସ୍ତଙ୍କୁ ଅପରେସନ୍ ସିନ୍ଦୂର ବାବଦରେ ଅବଗତ କରାଯାଇଛି ।…

ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସ୍ଥଗିତ

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ । ୧୦ ଓ ୧୧ରେ ଦୁଇ ଦିନିଆ ଗସ୍ତରେ ଆସିଥାନ୍ତେ ଅମିତ ଶାହ। ଏହାକୁ ସ୍ଥଗିତ ରଖାଯାଇଥିବା ନେଇ ଆଜି ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ । ବିଭିନ୍ନ…

ସଂସଦ ଭବନରେ ସର୍ବଦଳୀୟ ବୈଠକ ଆରମ୍ଭ 

ଅପରେସନ ସିନ୍ଦୂର ପରେ ସଂସଦ ଭବନରେ ଚାଲିଛି ସର୍ବଦଳୀୟ ବୈଠକ । ଭାରତୀୟ ବାୟୁସେନା ଦ୍ବାରା ମଙ୍ଗଳବାର-ବୁଧବାର ରାତିରେ କରାଯାଇଥିବା ‘ଅପରେସନ ସିନ୍ଦୂର’ର ସଫଳତା ପରେ କେନ୍ଦ୍ର ସରକାର ଆଜି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ…

୮ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ

ରାଜ୍ୟ କ୍ୟାବିନେଟରେ ଆଠଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ୫ ବିଭାଗର ୮ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଠଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ରାଜ୍ୟର…

ଅପରେସନ ସିନ୍ଦୂର ପରେ ୨୭ ବିମାନବନ୍ଦର ବନ୍ଦ ସହ ୪୩୦ ଉଡ଼ାଣ ବାତିଲ

ଦିନକୁ ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତୀବ୍ରତା ବଢ଼ିବାରେ ଲାଗିଛି । ପାକିସ୍ତାନ ଉପରେ କରାଯାଉଥିବା ଆକ୍ରମଣ ଅପରେସନ ସିନ୍ଦୂର ପରେ ଦେଶରେ ହାଇ ଆଲର୍ଟ ଜାରି ରହିଛି। ସୁରକ୍ଷା ଦଷ୍ଟିକୁ ନଜରରେ ରଖି ୨୭ ବିମାନବନ୍ଦର ବନ୍ଦ କରାଯାଇଥିବା…

LoCରେ ପାକିସ୍ତାନ ସେନାର ଗୁଳିବର୍ଷା: ଭାରତୀୟ ଯବାନ ସହିଦ

ଅପରେସନ ସିନ୍ଦୂର ପରେ ରକ୍ତ ମୁହାଁ ହୋଇପଡିଛି ପାକିସ୍ତାନ ।ଜମ୍ମୁ ଓ କାଶ୍ମୀରରେ ନିୟନ୍ତ୍ରଣ ରେଖା ଏଲଓସିରେ ପାକିସ୍ତାନ ସେନା ଦ୍ୱାରା ପ୍ରବଳ ଗୁଳିବର୍ଷାରେ ଜଣେ ବୀର ଯବାନ ସହିଦ । ପାକିସ୍ତାନୀ ସେନାର ଗୁଳିମାଡ଼ରେ ସହିଦ ହୋଇଥିବା ଯବାନ ହେଉଛନ୍ତି…