ତାଜା ଖବର ରାଜ୍ୟ ଅବକାରୀ ଅଧୀକ୍ଷକଙ୍କ ବିପୁଳ ସମ୍ପତ୍ତି ଠାବ; ୨ଟି ବହୁତଳ କୋଠା ରହିଛି ୮ଟି ଦାମୀ ପ୍ଲଟ୍ April 30, 2025 Papirani ଢେଙ୍କାନାଳ ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକଙ୍କ ବିପୁଳ ସମ୍ପତ୍ତି ଠାବ। ୨ଟି ବହୁତଳ କୋଠା, ୮ଟି ଦାମୀ ପ୍ଲଟ୍, ୨ଟି ୪ ଚକିଆ ଯାନ ଠାବ । କଟକ ଜିଲ୍ଲାର ଜଗତପୁର ଠାରେ ୪ହଜାର ୬୫୫ ବର୍ଗଫୁଟର ଏକ ତିନି ମହଲା…
ତାଜା ଖବର ଦେଶ ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ ପୁନର୍ଗଠନ April 30, 2025 Papirani ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ (NSAB)ର ପୁନର୍ଗଠନ । ନୂଆ ଅଧ୍ୟକ୍ଷ ହେଲେ ପୂର୍ବତନ R&AW ମୁଖ୍ୟ ଆଲୋକ ଯୋଶୀ । । ଜମ୍ମୁ-କାଶ୍ମୀରର ପହଲଗାମରେ ହିନ୍ଦୁମାନଙ୍କ ହତ୍ୟାକାଣ୍ଡ ପରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି ସରକାର । ଜାତୀୟ ସୁରକ୍ଷା ପରାମର୍ଶଦାତା…
ତାଜା ଖବର ରାଜ୍ୟ ଡ୍ରପ୍ ଆଉଟ୍ ରୋକିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ; ଆଜିଠାରୁ ମେ’ ୫ ତାରିଖ ଯାଏଁ ଚାଲିବ ସର୍ଭେ April 30, 2025 Papirani ଡ୍ରପ୍ ଆଉଟ୍ ରୋକିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ । ଅଧା ପାଠ ଛାଡ଼ିଥିବା ପିଲାଙ୍କୁ ଦିଆଯିବ ଅଧିକ ଗୁରୁତ୍ୱ । କେଉଁ କାରଣରୁ ଅଧାରୁ ପାଠ ପଢ଼ା ଛାଡ଼ିଲେ? ତାର କାରଣ ଖୋଜିବେ ଶିକ୍ଷକ । ଘରକୁ ଘର ବୁଲି ସର୍ଭେ…
ତାଜା ଖବର ଦେଶ ପ୍ରକାଶ ପାଇଲା ଦଶମ ଆଇସିଏସ୍ଇ ଓ ଦ୍ୱାଦଶ ଆଇଏସ୍ସି ରେଜଲ୍ଟ April 30, 2025 Papirani ପ୍ରକାଶ ପାଇଲା ଦଶମ ଆଇସିଏସ୍ଇ ଓ ଦ୍ୱାଦଶ ଆଇଏସ୍ସି ରେଜଲ୍ଟ । କାଉନ୍ସିଲ୍ ଫର୍ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ଜାମିନେଶନ୍ସ (ସିଆଇଏସ୍ସିଇ) ୱେବସାଇଟ୍ରେ ରେଜଲ୍ଟ ପ୍ରକାଶ । ଏହି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ cisce.org, results.cisce.org ଏବଂ DigiLocker ରେ…
ତାଜା ଖବର ରାଜ୍ୟ ଚାଷୀଙ୍କ ଆକାଉଣ୍ଟ୍କୁ ଆସିଲା ସିଏମ୍ କିଷାନ ଟଙ୍କା April 30, 2025 Papirani ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କ ଆକାଉଣ୍ଟ୍କୁ ଆସିଲା ସିଏମ୍ କିଷାନ ଟଙ୍କା । ସିଏମ୍ କିଷାନ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୫୦ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୧ ହଜାର କୋଟିରୁ ଅଧିକ ଟଙ୍କା । ନୂଆଖାଇ…
ତାଜା ଖବର ଦେଶ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ; ୧୪ ଜଣଙ୍କ ମୃତ୍ୟୁ April 30, 2025 Papirani ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ। କୋଲକାତାର ବାରାବଜାର ଅଞ୍ଚଳର ମାଛୁଆ ଫାଲ ମଣ୍ଡି ନିକଟରେ ଥିବା ଋତୁରାଜ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ…
ଦେଶ ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇ ହେବେ ଭାରତର ପରବର୍ତ୍ତି ମୁଖ୍ୟ ବିଚାରପତି April 29, 2025 Nirvay ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇଙ୍କୁ ଭାରତର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସିଜେଆଇ ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳ ମେ ୧୩ ରେ ଶେଷ ହେଉଛି । ତେଣୁ ଜଷ୍ଟିସ୍ ଗଭାଇ ମେ…
ରାଜ୍ୟ ଶ୍ରମିକ ମାନଙ୍କ ସର୍ବନିମ୍ନ ଦୈନିକ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର April 29, 2025 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରମିକ ମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଆଜି ମଞ୍ଜୁରୀ ଦେଇଛନ୍ତି । ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ସୁନାମ ଅର୍ଜନ କରିଥିବା…
ତାଜା ଖବର ଦେଶ ରାଜନୀତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଣ୍ଡ ବିହୀନ ଫଟୋ ପୋଷ୍ଟ କଲା କଂଗ୍ରେସ; ରାଜନୀତି ସରଗରମ April 29, 2025 Papirani ପହଲଗାମ ଆକ୍ରମଣରେ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଦେଶର ଏପରି ଏକ ଘଡ଼ି ସନ୍ଧି ମୁହୂର୍ତ୍ତରେ ଏହାକୁ ରାଜନୀତି ନ କରି ସାରା ଦେଶ ଏକତ୍ରିତ ହେବାକୁ ଥିବା ବେଳେ କଂଗ୍ରେସ କିନ୍ତୁ ନିଜର…
ରାଜ୍ୟ ଗୋଲଡେନ୍ ଲ୍ୟାଣ୍ଡ ଚିଟ୍ଫଣ୍ଡ କଂପାନୀର ୧,୪୨୮ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି April 29, 2025 Nirvay ଗୋଲ୍ଡେନଲ୍ୟାଣ୍ଡ ଗ୍ରୁପ ଅଫ କମ୍ପାନୀଜର ୧,୪୨୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ସାଧାରଣ ଜମାକାରୀଙ୍କୁ ଠକିବା ଅଭିଯୋଗରେ ମନି ଲଣ୍ଡରିଂ ନିବାରଣ ଆଇନ (PMLA), ଆକ୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ପତ୍ତି ଆଟାଚ୍ କରିଛି । ଜବତ ହୋଇଥିବା…