Month: April 2025

ପୁରୀରେ ଜଳିଗଲା ପୁରୁଣା ବ୍ୟାରିକେଡ୍‌

ପୁରୀରେ ମହଜୁଦ୍‌ ଥିବା ପୁରୁଣା ବ୍ୟାରିକେଡ୍‌ରେ ଲାଗିଲା ନିଆଁ ।ପୂର୍ତ୍ତବିଭାଗ କାର୍ଯ୍ୟାଳୟ ପଛପଟେ ଥିବା ପୁରୁଣା ବ୍ୟାରିକେଡରେ ଲାଗିଲା ନିଆଁ । ଲୁହା ଓ ପ୍ଳାଷ୍ଟିକ ଓ କାଠରେ ନିର୍ମିତ ବ୍ୟାରିକେଡ ରେ ନିଆଁ ଲାଗିବାରୁ ସମ୍ପୂର୍ଣ୍ଣ ପରିବେଶ ଧୂଆଁମୟ ହୋଇଯାଇଥିଲା।…

ସ୍ନାନ ପୂର୍ଣ୍ଣିମା ସୁଦ୍ଧା ସରିବ ରତ୍ନ ଭଣ୍ଡାର ମରାମତି କାମ

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିଛି । ଏଏସଆଇ ଫାଇଲ କରିଥିବା ଏଫିଡେବିଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସ୍ନାନ ପୂର୍ଣ୍ଣିମା ଭିତରେ ସରିବ ବୋଲି କୁହାଯାଇଛି । ପ୍ରଥମେ ଡି ପ୍ଲାଷ୍ଟରିଙ୍ଗ କାମ ହୋଇଥିବାବେଳେ ପରେ ପଥର ମରାମତି…

ଖୁବ ଶୀଘ୍ର ଓଡ଼ିଶାରେ ନିବେଶ କରିବ ଏଚସିଏଲ୍ ଟେକ୍

ଓଡ଼ିଶାରେ କ୍ୟାମ୍ପସ ନିର୍ମାଣ ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ ଏଚସିଏଲ୍ ଟେକ୍ ଗ୍ରହଣ କରିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଦିଲ୍ଲୀ ନିବେଶକ ସମ୍ମିଳନୀରେ ଅଂଶଗ୍ରହଣ ପରେ ଭୁବନେଶ୍ୱରରେ ଏଚସିଏଲ୍ ଟେକ୍ କ୍ୟାମ୍ପସ ସହ ୟୁନିଭର୍ସିଟି…

ପେଟ୍ରୋଲ-ଡିଜେଲ୍ ଉପରେ ବଢ଼ିଲା ଉତ୍ପାଦ ଶୁଳ୍କ; ମୂଲ୍ୟ ଅପରିବର୍ତ୍ତିତ

କେନ୍ଦ୍ର ସରକାର ସୋମବାର ଦିନ ପେଟ୍ରୋଲ ଏବଂ ଡିଜେଲ ଉପରେ ୨ ଟଙ୍କା ଏକ୍ସାଇଜ ଡ୍ୟୁଟି ବା ଉତ୍ପାଦ ଶୁଳ୍କ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଆଜି ରାତି ୧୨ଟା ରୁ ନୂତନ ଦର ଲାଗୁ ହେବ । ତେବେ…

ବିଜେଡି ସବୁବେଳେ ସଂଖ୍ୟଲଘୁ ଭାଇ ଭଉଣୀଙ୍କ ସହ ରହିଛି ଓ ରହିବ: ନବୀନ ପଟ୍ଟନାୟକ

ସଂଖ୍ୟାଲଘୁ ସମ୍ପ୍ରଦାୟ ର ଭାଇ ଭଉଣୀ ମାନେ ଆଜି ଅପରାହ୍ନ ରେ ନବୀନ ନିବାସ ରେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ୱାକଫ ବିଲ୍ ସମ୍ପର୍କରେ ଆଲୋଚନା କରିଥିଲେ । ନବୀନ ପଟ୍ଟନାୟକ ସମସ୍ତଙ୍କ କଥା ଶୁଣିଥିଲେ…

ଆଇଏଏସ ବିଷ୍ଣୁପଦଙ୍କ ବଢ଼ିଲା ଅନ୍ତରୀଣ ସୁରକ୍ଷା

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍ ପ୍ରସଙ୍ଗକୁ ନେଇ ବଢିଲା ବିଷ୍ଣୁପଦ ଓ ତାଙ୍କ ପରିବାରର ଅନ୍ତରୀଣ ସୁରକ୍ଷା। ଅନ୍ତରୀଣ ସୁରକ୍ଷା ବଢାଇଛନ୍ତି ହାଇକୋର୍ଟ। ବ୍ରିଜ୍‌ ଆଣ୍ଡ ରୁଫ୍‌ କର୍ପୋରେସନ ଲିମିଟେଡ୍‌ ଲାଞ୍ଚ ମାମଲା ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଲେ…

ବଢ଼ିଲା ଏଲପିଜି ଗ୍ୟାସ ଦର

ବଢ଼ିଲା ଏଲପିଜି ଗ୍ୟାସ ଦର । ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍ ୫୦ ଟଙ୍କା ବଢ଼ିଲା । ଘରୋଇ ୧୪ କେଜି ସିଲିଣ୍ଡର ଗ୍ୟାସ ଉପରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏହି ନୂଆ ଦର ମଙ୍ଗଳବାର ଠାରୁ…

‘ପାଣ୍ଡିଆନ ଗୋ ବ୍ୟାକ’ ନାରା ରେ ଥରିଲା ନବୀନ ନିବାସ

ପ୍ରଥମ ଥର ପାଇଁ ପାଣ୍ଡିଆନ୍‌ ଗୋବ୍ୟାକ୍‌ ନାରାରେ ଗର୍ଜିଲା ନବୀନ ନିବାସ। ନବୀନ ନିବାସରେ ପହଞ୍ଚି ପାଣ୍ଡିଆନଙ୍କୁ ତଡ଼, ବିଜେଡି ବଞ୍ଚାଅ କହି ଗର୍ଜିଛନ୍ତି ମୁନା ଖାନ୍‌ଙ୍କ ମୁସଲିମ ସମର୍ଥକମାନେ । ତୁରନ୍ତ ସସ୍ମିତ ପାତ୍ରଙ୍କୁ ବିଜେଡିରୁ ନିଲମ୍ବନ ପାଇଁ ଦାବି…

ୱକଫ ବିଲ୍‌ରେ ବିଜେଡି ଭୋଟିଂ ଘଟଣା; ନବୀନ ସାମ୍ନାକୁ ଆସି ସ୍ପଷ୍ଟ କରିବା ଦରକାର: ପ୍ରଫୁଲ୍ଲ ଘଡ଼ାଇ

ୱକଫ ବିଲ୍‌ରେ ବିଜେଡି ଭୋଟିଂକୁ ନେଇ ଝଡ଼ ଥମିବାର ନାମ ନେଉନି। ଜଣକ ପରେ ଜଣେ ବରିଷ୍ଠ ନେତା ଦଳର ସୁପ୍ରିମୋଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି । ଏହି ମଧ୍ୟରେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡ଼ାଇଙ୍କ ବିସ୍ଫୋରକ ବୟାନ…

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ରାଜ୍ୟବାସୀଙ୍କୁ ଅସହ୍ୟ ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି 

ବଙ୍ଗୋପସାଗର ମଧ୍ୟଭାଗରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଏହାଦ୍ବାରା ରାଜ୍ୟବାସୀଙ୍କୁ ଅସହ୍ୟ ତାତିରୁ ମିଳିବ ସାମାନ୍ୟ ତ୍ରାହି । ବଙ୍ଗୋପସାଗର ମଧ୍ୟଭାଗରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ୮ ତାରିଖ ଯାଏଁ ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଏହାସହ…