ତାଜା ଖବର ରାଜନୀତି ରାଜ୍ୟ ୱକଫ୍ ବିଲ୍ ଭୋଟିଂ ମାମଲା; ହୋଟେଲରେ ବରିଷ୍ଠ ଓ ଯୁବ ବିଜେଡି ନେତାଙ୍କ ମେଳି April 9, 2025 Papirani ୱକଫ୍ ବିଲ୍ ସପକ୍ଷରେ ସସ୍ମିତ ପାତ୍ରଙ୍କ ସମର୍ଥନ ପରେ ଏବେ ବିଜେଡିରେ ଦେଖିବାକୁ ମିଳିଛି ବିବାଦ । ଦଳର ଭିତରେ ଥିବା ନେତାଙ୍କ ମଧ୍ୟରେ ମତ ମତାନ୍ତର ଆରମ୍ଭ ହୋଇଯାଇଛି । ଦଳର ସ୍ଥିତି ପାଇଁ ବାରମ୍ୱାର ବସୁଛି ବୈଠକ ।…
ତାଜା ଖବର ଦେଶ ବ୍ୟବସାୟ ଚଳିତବର୍ଷ ଲଗାତର ଦ୍ବିତୀୟ ଥର ପାଇଁ ରେପୋ ରେଟ୍ କମାଇଲା ଆର୍ବିଆଇ April 9, 2025 Papirani ଲଗାତର ଦ୍ବିତୀୟ ଥର ପାଇଁ ରେପୋ ରେଟ୍ କମାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)। ୨୦୨୫ ମସିହାରେ ଏହା ଲଗାତାର ଦ୍ୱିତୀୟ ଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ବଡ଼ ଆଶ୍ୱସ୍ତି ଦେଇଛି। ବିଶ୍ୱ ସ୍ତରରେ ବୃଦ୍ଧି ପାଉଥିବା ଅନିଶ୍ଚିତତା ମଧ୍ୟରେ ଆର୍ଥିକ…
ରାଜ୍ୟ ଅନ୍ଧାରରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଘର April 9, 2025 Nirvay କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ପାତ୍ରପୁଟ ଗାଁରେ ଅନ୍ଧାରରେ ଅଛି ପଦ୍ମଶ୍ରୀ କମଳା ପୂଜାରୀଙ୍କ ଘର । ଦିନେ କି ଦୁଇଦିନ ନୁହେଁ ପ୍ରାୟ ସପ୍ତାହେ ଧରି ଅନ୍ଧାରରେ ଅଛନ୍ତି କମଳା ପୂଜାରୀଙ୍କ ପରିବାର । ଟଙ୍କା ନ ବାନ୍ଧିବାରୁ TPSODL…
ଦେଶ ଆଜିଠାରୁ ଲାଗୁହେଲା ୱାକଫ୍ ସଂଶୋଧନ ଆଇନ୍ April 8, 2025 Nirvay ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି ୱାକଫ୍ ସଂଶୋଧନ ଅଧିନିୟମ । କେନ୍ଦ୍ର ସରକାର ଗେଜେଟ୍ ନୋଟିଫିକେସନ୍ ଜାରି କରି ୱାକଫ୍ ଅଧିନିୟମକୁ ପ୍ରଭାବୀ କରିଛନ୍ତି । ଗତ ସପ୍ତାହରେ ଏହି ବିଲ୍ ସଂସଦରୁ ପାରିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ…
ବିଶ୍ୱ ଚୀନ୍ ଉପରେ ୧୦୪% ଟାରିଫ୍ ଲଗାଇଲା ଆମେରିକା April 8, 2025 Nirvay ଚୀନ୍ ଉପରେ ୧୦୪% ଟାରିଫ୍ ଲଗାଇଲା ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ ଚୀନ୍ ଉପରେ ଘୋଷିତ ଚୀନ୍ ଆମଦାନୀ ଶୁଳ୍କରେ ଆହୁରି ୫୦% ଅତିରିକ୍ତ ଶୁଳ୍କ ଲଗାଇଛନ୍ତି । ପୂର୍ବରୁ ପାରସ୍ପରିକ ଶୁଳ୍କ ନୀତିରେ ଚୀନ…
ରାଜ୍ୟ ଦିଲ୍ଲୀ ଇନ୍ଭେଷ୍ଟର୍ସ ମିଟ୍ ରେ ୧୩ ଏମ୍.ଓ.ୟୁ ସ୍ୱାକ୍ଷରିତ, ୧୫ ନିବେଶ ପ୍ରସ୍ତାବ April 8, 2025 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ଦିଲ୍ଲୀରେ ଇନ୍ଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ଯୋଗଦେଇ ଅନେକ ବିଶିଷ୍ଟ ଶିଳ୍ପପତିଙ୍କ ସହିତ ଆଲୋଚନା କରିବା ସହିତ ଓଡିଶାରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି । ତାଜ୍ ପ୍ୟାଲେସ୍ ଠାରେ ଆଜି ଆୟୋଜିତ ଏହି କାର୍ଯ୍ୟକ୍ରମରେ…
ତାଜା ଖବର ରାଜ୍ୟ ୨ ବର୍ଷରେ ରାଜ୍ୟର ଶକ୍ତିପୀଠକୁ ନେଇ ନିର୍ମାଣ ହେବ ଶକ୍ତିପୀଠ କରିଡର୍: ଉପମୁଖ୍ୟମନ୍ତ୍ରୀ April 8, 2025 Papirani ରାଜ୍ୟର ଶକ୍ତିପୀଠକୁ ନେଇ ନିର୍ମାଣ ହେବ ଶକ୍ତିପୀଠ କରିଡର୍ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଗସ୍ତ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି…
ତାଜା ଖବର ଦେଶ ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ April 8, 2025 Papirani ଟ୍ରାକ ଉପରେ ଦୁଇ ଭାଗ ହୋଇଗଲା ଫଲକନୁମା ଏକ୍ସପ୍ରେସ୍। ମଙ୍ଗଳବାର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ପଲାସା ନିକଟରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ହାୱଡା-ସିକନ୍ଦର ଫଲକନୁମା ଏକ୍ସପ୍ରେସ୍ । ବିଶାଖାପାଟଣା ଦେଇ ସାଲିମାର ଯାଉଥିବା ଫଲକନୁମା ଏକ୍ସପ୍ରେସର ଦୁଇଟି ଏସି ବଗି ଟ୍ରେନରୁ ଅଲଗା…
ତାଜା ଖବର ରାଜ୍ୟ ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ହେବ ଧାଡି ଦର୍ଶନ ବ୍ୟବସ୍ଥା April 8, 2025 Papirani ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ହେବ ଶ୍ରୀଜିଉଙ୍କ ଧାଡି ଦର୍ଶନ ବ୍ୟବସ୍ଥା। ଭକ୍ତ ମାନଙ୍କ ଭିଡକୁ ସୁବ୍ୟବସ୍ଥିତ କରିବା ଏବଂ ମନ୍ଦିର ଶୃଙ୍ଖଳା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରସ୍ତାବିତ ଧାଡ଼ି-ଭିତ୍ତିକ ଦର୍ଶନ ବ୍ୟବସ୍ଥା ଚଳିତ ମାସ ଶେଷ ସୁଦ୍ଧା ହେବ…
ତାଜା ଖବର ରାଜନୀତି ରାଜ୍ୟ ଅଂଶୁମାନ ମହାନ୍ତିଙ୍କ ଘରେ ଏକାଠି ହେଲେ ବିଜେଡିର ଯୁବ ନେତା April 8, 2025 Papirani ରାଜ୍ୟସଭାରେ ୱାକଫ୍ ବିଲ୍ ଭୋଟିଂକୁ ନେଇ ବିଜେଡିରେ ଦେଖିବାକୁ ମିଳିଛି ବିବାଦ । ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଦଳର ଭିତରେ ଥିବା ନେତାଙ୍କ ମଧ୍ୟରେ ମତ ମତାନ୍ତର ଆରମ୍ଭ ହୋଇଯାଇଛି । ଦିନକୁ…