Day: 28 April 2025

ରାସନ୍‌ କାର୍ଡରୁ ବାଦ ପଡିବେ ବିଦେଶୀ: କୃଷ୍ଣଚନ୍ଦ୍ର ପାତ୍ର

ଓଡ଼ିଶାରେ ପାକିସ୍ତାନୀ, ବାଂଲାଦେଶୀ ହାତେଇଛନ୍ତି ରାସନ୍‌ କାର୍ଡ । ଏ ନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଓଡ଼ିଶାକୁ ଅନୁପ୍ରବେଶ କରି କାର୍ଡ ହାତେଇ ନେଇଛନ୍ତି। ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କୁ ଏନେଇ…

ସମସ୍ତ ରେଲୱେ ଷ୍ଟେସନରେ RPF ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ

ଭୁବନେଶ୍ୱର ରେଲୱେ ଷ୍ଟେସନରେ ଫ୍ଲାଗ ମାର୍ଚ୍ଚ । ପହଲଗାମ୍‌ ଆକ୍ରମଣ ଘଟଣାକୁ ନେଇ ସବୁ ଷ୍ଟେସନ୍‌ରେ ଫ୍ଲାଗ୍‌ ମାର୍ଚ୍ଚ । ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଜିନିଷ ଦେଖିବା ମାତ୍ରେ ତୁରନ୍ତ ଜିଆରପି କିମ୍ବା ଆରପିଏଫ୍‌କୁ ସୂଚନା ଦେବା ପାଇଁ କୁହାଯାଉଛି ।…

ପହଲଗାମ୍ ଆତଙ୍କୀଙ୍କୁ ‘ଯୋଦ୍ଧା’ ବୋଲି ଦର୍ଶାଇଛି ବିବିସି; ଚେତାବନୀ ଦେଲେ ସରକାର

ପହଲଗାମ୍ ଆତଙ୍କୀ ଆକ୍ରମଣ ଖବର ପ୍ରସାରଣ ନେଇ ବିବିସ ନ୍ୟୁଜ୍ ଚ୍ୟାନେଲକୁ ନୋଟିସ୍ । ପହଲଗାମରେ ପର୍ଯ୍ୟଟକଙ୍କ ଜୀବନ ନେଇଥିବା ଆତଙ୍କବାଦୀଙ୍କୁ ଯୋଦ୍ଧା କହିଥିବା ବିଶ୍ୱର ପ୍ରତିଷ୍ଠିତ ନ୍ୟୁଜ୍ ଚ୍ୟାନେଲ୍ ବିବିସକୁ ତାଗିଦ କରିଛନ୍ତି କେନ୍ଦ୍ର ସରକାର । ଏ ନେଇ…

ଭିସୁଟ୍ ର‌ ୧୦୦ ଛାତ୍ରଙ୍କ ଉପରେ ହେଲା କାର୍ଯ୍ୟାନୁଷ୍ଠାନ

ଭିସୁଟ୍‌ ର ୧୦୦ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ୧୦୦ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ଭିସୁଟ୍‌ କର୍ତ୍ତୃପକ୍ଷ । ୫ ଜଣ ଛାତ୍ରୀଙ୍କୁ ମଧ୍ୟ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ଲାସରେ କମ୍‌ ଉପସ୍ଥିତି ସହ ବିଭିନ୍ନ କାରଣକୁ…

OPSC /SSC ପ୍ରଶ୍ନପତ୍ର ବିଭ୍ରାଟ ଘଟଣା; ଯିଏ ଦୋଷୀ ତାକୁ ଛଡ଼ା ଯିବନି: ସୂର୍ଯ୍ୟବଂଶୀ ସୂରଜ

ଗୋଟିଏ ଦିନରେ ୨ଟି ବଡ଼ ପରୀକ୍ଷା OPSC /SSCରେ ତ୍ରୁଟି ସାମ୍ନାକୁ ଆସିବା ପରେ ଆଜି ପ୍ରତିକ୍ରିୟା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଳିଷ୍ଟ ଅଛି ତଦନ୍ତ ହେବ । ଯିଏ…

୧୬ ପାକିସ୍ତାନୀ ୟୁଟ୍ୟୁବ୍‌ ଚ୍ୟାନେଲ ବ୍ୟାନ

ଭାରତରେ ବ୍ୟାନ୍‌ ହେଲା ପାକିସ୍ତାନ ୟୁଟୁବ୍‌ ଚ୍ୟାନେଲ । ୧୬ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କଲେ ଭାରତ ସରକାର । ଶୋଏବ ଅଖତର, ଆର୍‌ଜୁ କାଜ୍‌ମୀ, ସୟଦ ମୁଜାମ୍ମିଲ ଶାହ ଭଳି ଚ୍ୟାନେଲ ବ୍ୟାନ କରାଯାଇଥିବା ଜଣାପଡିଛି । ଏହା ସହ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଜି ଭେଟିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ପହଲଗାମ ଆକ୍ରମଣକୁ ଦୃଷ୍ଟିରେ ରଖି ଆଜି ଏକ ବଡ଼ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ-ପ୍ରତିରକ୍ଷା ମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ହେବାକୁ ଯାଉଛୁ ଯେଉଁଥିରେ ପହଲଗାମ୍‌ ଆତଙ୍କୀ…