ତାଜା ଖବର ଦେଶ ପାକିସ୍ତାନ ସରକାରର ଅଫିସିଆଲ ଏକ୍ସ ଆକାଉଣ୍ଟ ବ୍ୟାନ April 24, 2025 Papirani ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ଆକ୍ରମଣକ ପରେ ଭାରତ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାରେ ଆରମ୍ଭ କରିଛି। ପାକିସ୍ତାନ ସହ ବଢୁଥିବା ଉତ୍ତେଜନା ମଧ୍ୟରେ ଭାରତ କଲା ଡିଜିଟାଲ ଷ୍ଟ୍ରାଇକ୍ । ପାକିସ୍ତାନୀ ସରକାରର ଆନୁଷ୍ଠାନିକ ଏକ୍ସ ଆକାଉଣ୍ଟକୁ ବ୍ୟାନ…
ଖେଳ ତାଜା ଖବର ଦେଶ ଗୌତମ ଗମ୍ଭୀରଙ୍କୁ ଆଇଏସଆଇଏସ ପକ୍ଷରୁ ଆସିଲା ହତ୍ୟା ଧମକ April 24, 2025 Papirani ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କଶ୍ମୀର’ ପକ୍ଷରୁ ମିଳିଲା ହତ୍ୟା ଧମକ । ଏକ ଇମେଲ ଜରିଆରେ ଏହି ଧମକ ଦିଆଯାଇଥିବା ଜଣାପଡିଛି । ଏ ନେଇ ଦିଲ୍ଲୀ ପୋଲିସ ସହିତ ଯୋଗାଯୋଗ କରି ଏଫଆଇଆର…
ତାଜା ଖବର ରାଜ୍ୟ ପଞ୍ଚଭୂତରେ ବିଲୀନ ହେଲେ ପ୍ରଶାନ୍ତ ଶତପଥୀ April 24, 2025 Papirani ପଞ୍ଚଭୂତରେ ବିଲୀନ ହେଲେ ଜାମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ପ୍ରଶାନ୍ତ ଶତପଥୀ । ବାଲେଶ୍ବର ଇସାଣୀ ଗାଁ ମଶାଣୀରେ ଶେକକୃତ୍ୟ ସମ୍ପନ୍ନ ହୋଇଛି । ପ୍ରଶାନ୍ତ ଶତପଥୀଙ୍କୁ ମୁଖାଗ୍ନି ଦେଲା ତାଙ୍କ କୁନି ପୁଅ । ତାଙ୍କର…
ତାଜା ଖବର ଦେଶ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା: ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ ସମନ୍ ଜାରି April 24, 2025 Papirani ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନୂଆଦିଲ୍ଲୀରେ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ ଭାରତର ସମନ୍। ପାକିସ୍ତାନର ସାମରିକ ରାଷ୍ଟ୍ରଦୂତ ସାଦ୍ ଅହମ୍ମଦ ୱାରେଚ୍ଙ୍କୁ ଭାରତର ସମନ୍ ଜାରି କରିଛି। ଭାରତ ପାକିସ୍ତାନର ସାମରିକ ରାଷ୍ଟ୍ରଦୂତଙ୍କୁ ଏକ ଆନୁଷ୍ଠାନିକ…
ତାଜା ଖବର ରାଜ୍ୟ ପ୍ରଶାନ୍ତଙ୍କ ଶେଷଯାତ୍ରାରେ ସାମିଲ ହେବା ସହ ପରିବାରକୁ ୨୦ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ April 24, 2025 Papirani ଜାମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଛି । ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ମରଶରୀର ଶେଷଯାତ୍ରାରେ ବାହାରିଛି। ଜନ୍ମମାଟି ବାଲେଶ୍ବର ଇସାଣୀରେ ଶେଷଯାତ୍ରାରେ ପ୍ରଶାନ୍ତ । ଏହି ଓଡ଼ିଆ…