Day: 22 April 2025

୨୪ରେ ନୂଆ ରାସନ କାର୍ଡ ବଣ୍ଟନ

ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ ବଣ୍ଟନ । ୨୪ରେ ନୂଆ ରାସନ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପଞ୍ଚାୟତିରାଜ ଦିବସ ଅବସରରେ ରାଜ୍ୟରେ ବଣ୍ଟା ଯିବ ନୂଆ ରାସନ କାର୍ଡ । ପୁରୀରେ ପଞ୍ଚାୟତିରାଜ ଦିବସ…

ରାଜ୍ୟରେ ହେବନି ବିଦ୍ୟୁତ କାଟ; ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ ନ କାଟିବାକୁ ଦେଲେ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ସେ କହିଛନ୍ତି ଯେ, ବକେୟା ବିଲ୍ ପ୍ରଦାନ କରି ନ ଥିଲେ ବି ବିଦ୍ୟୁତ କାଟ…

ପୋପ୍‌ ଫ୍ରାନ୍‌ସିସ୍‌ଙ୍କ ବିୟୋଗରେ ରାଜ୍ୟ ପାଳିବ ୩ ଦିନିଆ ଶୋକ

ସର୍ବୋଚ୍ଚ ଖ୍ରୀଷ୍ଟ ଧର୍ମଗୁରୁ ଦିବଂଗତ ପୋପ୍ ଫ୍ରାନ୍ସିସଙ୍କ ସମ୍ମାନାର୍ଥେ ଭାରତରେ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଶୋକ ପାଳନ କରାଯାଉଛି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗକୁ ଚିଠି କରାଯାଇଛି। ଆଜି ଓ ଆସନ୍ତାକାଲି…

ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡିର ସମନ

ଇଡି ସ୍କାନରରେ ସୁପର ଷ୍ଟର୍ ମହେଶ ବାବୁ। ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ର ସମନ।ହାଇଦ୍ରାବାଦର ୨ଜଣ ରିଅଲ ଇଷ୍ଟେଟ ଫାର୍ମରେ ମନି ଲଣ୍ଡରିଂ ଘଟଣାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅପ୍ରେଲ ୨୭ରେ ହାଇଦ୍ରାବାଦ ସ୍ଥିତ ଇଡ଼ି…

ପିସିଆର୍‌ ଭ୍ୟାନ୍‌କୁ ହାଇଓ୍ୱା ଧକ୍କା ଦେବା ଘଟଣା: ମୃତ ୨ ପୋଲିସ କର୍ମଚାରୀଙ୍କୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ ଗତିରାଉତପାଟଣା ନିକଟରେ ପିସିଆର୍‌ ଭ୍ୟାନ୍‌କୁ ଧକ୍କା ଦେଲା ହାଇଓ୍ୱା। ଯେଉଁଥିରେ ଦୁଇ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏଥିରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ ସହ ସହାୟତା…

ଲକ୍ଷେ ପାର୍ ହେଲା ସୁନା ଦର

ଲକ୍ଷେ ଛୁଇଁଲା ସୁନା । ସୁନା ଦର ଦିନକୁ ଦିନ ନୂଆ ରେକର୍ଡ ଛୁଇଁବାରେ ଲାଗିଛି । ଆଜି ଦିନକରେ ୩ ହଜାର ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ କରିଛି…

ବିଜେଡି ସରକାରକୁ କିଛି ଜଣ ଷଡ଼ଯନ୍ତ୍ର କରି ବିଦା କରିଛନ୍ତି, ସେମାନଙ୍କ ହାତରେ ଏବେ ଦଳ ଅଛି: ଅମରେଶ ଜେନା

ଦିନକୁ ଦିନ ବଢ଼ିବାରେ ଲାଗିଛି ବିଜେଡି ଦଳ ଭିତର କଳି । ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରୁ କର୍ପୋରେଟର୍ ଅମରେଶ ଜେନାଙ୍କୁ ବାଦ ଦିଆଯିବା ପରେ ପୁଣି ଦଳରେ ଦେଖାଯାଇଛି ବିଶୃଙ୍ଖଳା । ଏହାରି ମଧ୍ୟରେ ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ ସାମ୍ନାକୁ…

ତାତି ସହ ଗୁଳୁଗୁଳିରେ ସିଝୁଛି ଓଡ଼ିଶା; ଅସ୍ତବ୍ୟସ୍ତ ଜନଜୀବନ

ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲା ବେଳେ ପୁଣି ରାଜ୍ୟକୁ ପୁଣି ଫେରିଛି ତାତି । ତାତି ସହ ଗୁଳୁଗୁଳିରେ ସିଝୁଛି ଓଡ଼ିଶା। ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସହରରେ ଆକାଶରୁ ନିଆଁ ବର୍ଷା…