ତାଜା ଖବର ରାଜ୍ୟ ବାଲିପାଟଣା ଗୁଳିକାଣ୍ଡ ଘଟଣା: ଫସାଇବାକୁ ଯାଇ ନିଜେ ଫସିଲା ଅଭିଯୁକ୍ତ April 20, 2025 Papirani ଭୁବନେଶ୍ବର ବାଲିପାଟଣା ଗୁଳିକାଣ୍ଡ ଘଟଣାରେ ଟ୍ବିଷ୍ଟ । କୌଣସି ଦୁର୍ବୃତ୍ତ ବାଇକରେ ଆସି ନଥିଲେ କି ଗୁଳି ମାରି ନଥିଲେ । ନିଜେ ନିଜକୁ ଗୁଳି କରିଥିଲା ଜେଲ୍ ଫେରନ୍ତା ଅଭିଯୁକ୍ତ । କୌଣସି ଦୁର୍ବୃତ୍ତ ବାଇକରେ ଆସି ନଥିଲେ କି…
ତାଜା ଖବର ରାଜ୍ୟ ଫସଲ ଉଜାଡି ଦେଲା ଅଦିନିଆ ବର୍ଷା: ପନିପରିବା ଚାଷ ନଷ୍ଟ; ଚିନ୍ତାରେ ଚାଷୀ April 20, 2025 Papirani ରାଜ୍ୟରେ କାଳବୈଶାଖୀର ବର୍ଷା ଜାରି ରହିଛି । ଚାଷୀଙ୍କ ପାଇଁ କାଳ ସାଜିଛି କାଳବୈଶାଖୀ । କାଳବୈଶାଖୀ ଅନେକଙ୍କୁ ତାତିରୁ ଆସ୍ୱସ୍ତି ଦେଉଥିବା ବେଳେ ଚାଷୀର ଫସଲ ଉଜାଡି ଦେଇଛି ।କାଳବୈଶାଖୀର ପ୍ରବଳ ବର୍ଷା ଏକର ଏକର ଚାଷଜମି ନଷ୍ଟ କରିଦେବାରୁ…
ତାଜା ଖବର ରାଜ୍ୟ ରେଳ ଲାଇନକୁ ବିରୋଧ କରି ଉତ୍ତେଜନା: ପ୍ରାୟ ୨୪ ଘଣ୍ଟା ହେବ ମୃତଦେହ ରଖି ଧାରଣାରେ ଗ୍ରାମବାସୀ April 20, 2025 Papirani ରାଉରକେଲା ବନ୍ଧମୁଣ୍ଡା ଥାନା ବରକାନୀରେ ରେଳ ଲାଇନ ନିର୍ମାଣକୁ ବିରୋଧବେଳେ ବଡ଼ ଅଘଟଣ ଘଟିଛି । ଜେସିବି ତଳେ ଆସି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ରାଉରକେଲା ସହର ସଂଲଗ୍ନ ବନ୍ଧମୁଣ୍ଡା ଡୁମେର୍ତା ଷ୍ଟେସନ୍ରୁ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)…
ତାଜା ଖବର ରାଜ୍ୟ ରାଜ୍ୟପାଳଙ୍କ ଗସ୍ତବେଳେ ବିଦ୍ୟୁତକାଟ୍ ; ଅନ୍ଧାରରେ ହିତାଧିକାରୀଙ୍କ ଘର ବୁଲିଲେ ହରିବାବୁ କମ୍ଭମପତି April 20, 2025 Papirani ରାଜ୍ୟପାଳଙ୍କ ଗସ୍ତବେଳେ ବିଦ୍ୟୁତକାଟ୍। ସାମନାକୁ ଆସିଲା ବିଦ୍ୟୁତ ବିଭାଗର ଅପାରଗତା ପୁରୀରେ ଅନ୍ଧାରରେ ବୁଲିଲେ ରାଜ୍ୟପାଳ । ପୁରୀ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କରିବାକୁ ରାଜ୍ୟପାଳ ଯାଉଥିବା ବେଳେ ହୋଇଛି ବିଦ୍ୟୁତକାଟ୍। ମୋବାଇଲ ଫ୍ଳାସ ଲାଇଟ୍ରେ ପ୍ରାୟ…
ତାଜା ଖବର ରାଜ୍ୟ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା : ବିଜୁଳି, ଘଡ଼ଘଡ଼ି ସହ ହୋଇପାରେ କୁଆପଥର ବର୍ଷା April 20, 2025 Papirani ରାଜ୍ୟରେ ଲାଗି ରହିଛି କାଳବୈଶାଖୀ ବର୍ଷା । ଆହୁରି ୫ଦିନ କାଳବୈଶାଖୀ ସମ୍ଭାବନା । ରାଜ୍ୟରେ ୨୫ ତାରିଖ ଯାଏଁ ଘଡଘଡି ସହ ପ୍ରବଳ ବର୍ଷା ସହ ବିଜଳି ଘଡ଼ଘଡି ଓ କୁଆପଥର ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ…