Day: 6 April 2025

ୱକଫ ବିଲ୍‌ରେ ବିଜେଡି ଭୋଟିଂ ଘଟଣା; ପାଣ୍ଡିଆନଙ୍କୁ ଦାୟୀ କଲେ ବିଜେଡିର ବରିଷ୍ଠ ନେତା

ୱକଫ ବିଲ୍‌ରେ ବିଜେଡି ଭୋଟିଂକୁ ନେଇ ଝଡ଼ ଥମିବାର ନାମ ନେଉନି। ରାଜନୈତିକ ମହଲରେ ବିଚାର ବିମର୍ଶ ଲାଗିରହିଛି। ବିଲକୁ ବିରୋଧ କରା ନଯିବାକୁ ନେଇ ଏବେ ମୁହଁ ଖୋଲିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ଦଳର ବରିଷ୍ଠ ନେତା ।…

ନବୀନଙ୍କୁ ଗୃହବନ୍ଦୀ କରି ରଖିଛନ୍ତି ମୁଖ୍ୟ ପରାମର୍ଶଦାତା: ନରସିଂହ ମିଶ୍ର

ନବୀନଙ୍କୁ ଗୃହବନ୍ଦୀ କରି ରଖିଛନ୍ତି ମୁଖ୍ୟ ପରାମର୍ଶଦାତା। ସରକାରରେ ଥିଲାବେଳେ ବି ରଖିଥିଲେ, ଆଉ ସରକାରରୁ ହଟିଲା ପରେ ବି ରଖିଛନ୍ତି। ଏହି ଭଳି ଆଜି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର। ୱକଫ ବିଲରେ ବିଜେଡିର ସ୍ପ୍ଲିଟ୍…

୪୮ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର; ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ । ଏହା ପ୍ରଭାବରେ ଆସନ୍ତା ୪୮ ଘଣ୍ଟାରେ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ, ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲରେ ଏଭଳି ସୂଚନା…

ସିଂହଦ୍ବାର ସାମ୍ନାରେ ସାମ୍ବାଦିକାଙ୍କୁ ସେବାୟତଙ୍କ ଆକ୍ରମଣ; ଥାନାରେ ଏତଲା

ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ସାମ୍ବାଦିକାଙ୍କୁ ସେବାୟତଙ୍କ ମରଣାନ୍ତକ ଆକ୍ରମଣ । ରାମନବମୀ ପାଇଁ ଖବର ପ୍ରସାରଣ ବେଳେ ଆକ୍ରମଣ ଅଭିଯୋଗ ହୋଇଛି । ସାମ୍ବାଦିକା ସହ‌ ଅନ୍ୟ ଗଣମାଧ୍ୟମର ପ୍ରତିନିଧି ଓ କ୍ୟାମେରା ମ୍ୟାନ ମାନଙ୍କ କ୍ୟାମେରା ଛଡେଇ ନେବା ସହିତ…

ନୂଆ ପମ୍ବନ ସେତୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ତାମିଲନାଡୁ ରାମେଶ୍ବରମରେ ପମ୍ବନ ସେତୁ ଉଦ୍‌ଘାଟିତ। ନୂଆ ପମ୍ବନ ସେତୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଦେଶର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସାମୁଦ୍ରିକ ସେତୁ । ୫୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ପମ୍ବନ ବ୍ରିଜ୍ । ଏହା…

ରାଜ୍ୟ କାର୍ଯ୍ୟାଳୟରେ ପାଳିତ ହୋଇଛି ବିଜେପିର ପ୍ରତିଷ୍ଠା ଦିବସ

ସାରା ଦେଶରେ ପାଳିତ ହେଉଛି ପବିତ୍ର ଶ୍ରୀରାମ ନବମୀ ।ଏହା ସହ ଆଜି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଜନ୍ମଦିନ ଏବଂ ବିଜେପିର ପ୍ରତିଷ୍ଠା ଦିବସ। ତେଣୁ ଓଡ଼ିଶା ବିଜେପି କାର୍ଯ୍ୟାଳୟରେ ବଡ଼ ଆଡ଼ମ୍ବରେ ପାଳିତ ହୋଇଛି ବିଜେପିର ପ୍ରତିଷ୍ଠା ଦିବସ…

ୱକ୍‌ଫ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ସଂସଦର ଉଭୟ ଗୃହରେ ଜୋରଦାର ବିତର୍କ ପରେ ଗୃହୀତ ହୋଇଥିବା ୱକଫ ସଂଶୋଧନ ବିଲକୁ ରାଷ୍ଟ୍ରପତି ଅନୁମୋଦନ ଦେଇଛନ୍ତି । ଆଇନ୍‌ରେ ପରିଣତ ହେଲା ୱକ୍‌ଫ ସଂଶୋଧିତ ବିଲ୍‌ । ଏ ନେଇ ନୂଆ ଆଇନର ଗେଜେଟ ପ୍ରକାଶ ପାଇଛି ।…

ଆଜି ପବିତ୍ର ରାମ ନବମୀ; ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ହେଉଛି ପବିତ୍ର ରାମ ନବମୀ । ଚୈତ୍ର ମାସ ନବମୀ ଆଜିର ଦିନରେ ମର୍ଯ୍ୟଦା ପୁରୁଷ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ । ସେଥିପାଇଁ ଆଜିର ଦିନକୁ ରାମ ନବମୀ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ସ୍ବତନ୍ତ୍ର…