Month: March 2025

ଚାଲିଛି ପାହାଡ଼ ଲୁଟ.. ବଦଳୁନି କିଛି

ମାଫିଆଙ୍କ କବ୍‌ଜାରେ ଯାଜପୁରର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ । ପୂର୍ବ ସରକାର ସମୟରେ ସ୍ଥିତି ଯାହାଥିଲା ନୂଆ ସରକାର ଆସିବା ପରେ ବି ସ୍ଥିତି ସେଭଳି ହିଁ ଅଛି । ସେତେବେଳେ ବି ପୂର୍ବତନ ଯାଜପୁର ବିଧାୟକ…

ଭାଷା ଓ ବିଭାଜନ

ଭାଷାର ଆବଶ୍ୟକ‌ତା ବାର୍ତ୍ତାଳାପ ପାଇଁ। ଜଣେ ଅନ୍ୟକୁ ବୁଝି ପାରିବ କେମିତି ? ବୁଝେଇ ପାରିବ କେମିତି ? ପ୍ରଥମେ ତ ଭାଷା ନ ଥିଲା । କେବଳ ଥିଲା ସଙ୍କେତ। ଏବେ ବି ନିରବତାର ଭାଷା ହେଲା ସଙ୍କେତ, ପ୍ରେମର…

ଗୋ ଚାଲାଣକାରୀଙ୍କୁ ଏନକାଉଣ୍ଟର କଲା ପୁଲିସ

ସମ୍ବଲପୁରରେ ଏନକାଉଣ୍ଟର। ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଗୋ ଚାଲାଣକାରୀ ଙ୍କୁ ସମ୍ବଲପୁର ପୋଲିସ ପକ୍ଷରୁ ଏନକାଉଣ୍ଟର କରାଯାଇଛି। ଏହି ଏନକାଉଣ୍ଟରରେ ଗୋଚାଳାଣ କରୁଥିବା ୨ ଜଣ ଅଭିଯୁକ୍ତ ଆହତ । ଆହତଙ୍କୁ ବୁର୍ଲା ଭିମସାର ମେଡିକାଲ ଠାରେ ଚିକିତ୍ସା ପାଇଁ…

ଓଡ଼ିଶା ସରକାର ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସମ୍ପୂର୍ଣ୍ଣ ବିଫଳ: କଂଗ୍ରେସ

ରାଜ୍ୟରେ ମହିଳାମାନେ ପ୍ରତି ଅତ୍ୟାଚାର, ଅସଦାଚରଣ, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ବହୁମାତ୍ରାରେ ଦିନକୁ ଦିନ ବଢ଼ି ବଢ଼ିଚାଲିଛି । ଏହାର ପ୍ରତିବାଦରେ ଓ ନିରାକରଣ ପାଇଁ ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ଙ୍କ ଆହ୍ବାନକ୍ରମେ ଭୁବନେଶ୍ଵର ଜିଲ୍ଲା…

ଆସନ୍ତା କାଲି ସବୁ ଜିଲ୍ଲାରେ ଆୟୋଜିତ ହେବ ଲକ୍ଷପତି ଦିଦି କର୍ମଶାଳା

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାରେ ଆରମ୍ଭ ହେଉଛି ଲକ୍ଷପତି ଦିଦି କର୍ମଶାଳା । କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡିଶା ଜୀବିକା ମିଶନ ମାଧ୍ୟମରେ ରାଜ୍ୟ ସରକାର ଏହି “ଲକ୍ଷପତି ଦିଦି” ଯୋଜନା କାର୍ଯ୍ୟକାରୀ…

ଚୋରା ବାଲି ମାଫିଆଙ୍କ ବିରୋଧରେ ଓଡିଶା ପୋଲିସର କଡା କାର୍ଯ୍ୟାନୁଷ୍ଠାନ

ରାଜ୍ୟରେ ଚୋରା ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ରାଜ୍ୟ ତମାମ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି ।…

ଖୁବଶୀଘ୍ର ଘୋଷଣା ହେବାକୁ ଯାଉଛି ବିଜେପିର ନୂଆ ରାଜ୍ୟ ସଭାପତି ନାଁ; ସୂଚନା ଦେଲେ ତରୁଣ ଚୁଗ

ଖୁବଶୀଘ୍ର ଘୋଷଣା ହେବ ଭାଜପା ନୂଆ ରାଜ୍ୟ ସଭାପତି ନାଁ। ଏ ନେଇ ଆଜି ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାାଦକ ତରୁଣ ଚୁଗ । ସେ କହିଛନ୍ତି ସୋମବାର ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନୂଆ ରାଜ୍ୟ ସଭାପତି ନାଁ…

ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ଉପରେ ମତାମତ ଦେବେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ

ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଜୟନାରାୟଣଙ୍କ ମନ୍ତବ୍ୟ ବିଷୟରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ମତାମତ ଦେବେ, ତାଙ୍କୁ ଦଳ ତରଫରୁ ଅଥରାଇଜ୍ କରାଯାଇଛି ବୋଲି କହିଛନ୍ତି ମନମୋହନ…

ବାଚସ୍ପତିଙ୍କ ପୋଡ଼ିୟମ ମାଇକ୍ ଭାଙ୍ଗିଦେଲେ ତାରା

ଆଜି ବିଧାନସଭାରେ ବାଚସ୍ପତିଙ୍କ ପୋଡ଼ିୟମ ମାଇକ୍ ଭାଙ୍ଗିଦେଲେ ତାରା ବାହିନୀପତି । ଏସସି/ଏସଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନାବେଳେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କଲେ ତାରା । ନାରୀ ନିର୍ଯାତନା ଅଭିଯୋଗରେ ବିଧାନସଭା ଗୃହରେ କଂଗ୍ରେସର ହୋହଲ୍ଲା ଏବଂ ହଟ୍ଟଗୋଳ ଚାଲିଥିବାବେଳେ…

ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଛି ନକଲି ଔଷଧ

ଓଡିଶା ବଜାରରେ ବୁଲୁଛି ନକଲି ଔଷଧ। ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଛି ନକଲି ଔଷଧ। ରାଜ୍ୟରେ ବିକ୍ରି ହେଉଥିବା ଜିଙ୍କ୍ ସଲଫେଟ, ସୋଡିୟମ ଲାକଟେଟ, ହେପ୍ରେନ ସୋଡିୟମ ଇଂଜେକସନ ନିମ୍ନ ମାନର ବୋଲି ଜଣାପଡ଼ିଛି। ୟୁପି, ଏମପି, କୋଲକାତା, ହାଇଦ୍ରାବାଦରୁ ଆସୁଛି…