Day: 26 March 2025

ମହଙ୍ଗା ହେବ ଏଟିଏମରୁ ଟଙ୍କା ଉଠାଇବା ଚାର୍ଜ

ଏଣିକି ଏଟିଏମରୁ ଟଙ୍କା ଉଠାଣ ହେବ ମହଙ୍ଗା । ଟ୍ରାଞ୍ଜାକସନ ଲିମିଟ ପରେ ଅର୍ଥ ଉଠାଇଲେ ଗ୍ରାହକଙ୍କୁ ପୂର୍ବପେକ୍ଷା ଅଧିକ ଚାର୍ଜ ଦେବାକୁ ପଡ଼ିବ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଏଟିଏମ୍ ଶୁଳ୍କ ବୃଦ୍ଧିକୁ ଅନୁମୋଦନ କରିଛି। ମେ ପହିଲାରୁ…

ସ୍କୁଲରେ ମିଳିବ ପୁଷ୍ଟିକର ଲଡ଼ୁ

ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ରାଜ୍ୟସରକାର ନେଇଛନ୍ତି ବଡ଼ ପଦେକ୍ଷପ। ଏଥର ସ୍କୁଲ ପିଲାଙ୍କୁ ମିଳିବ ପୋଷଣ ଯୁକ୍ତ ଲଡୁ। ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ମିଳିବ ପୁଷ୍ଟିକର ଲଡ଼ୁ ।ସ୍କୁଲରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ସପ୍ତାହକୁ ମିଳିବ ୩ଟି ପୁଷ୍ଟିକର…

ଗୃହରେ ନିଲମ୍ବିତ ବିଧାୟକଙ୍କୁ ନେଇ ବିବୃତି ରଖିଲେ ବାଚସ୍ପତି

ବିଧାନସଭାରେ ଗତକାଲି ଘଟଣା ଉପରେ ବିବୃତି ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଗତକାଲି ରାତିରେ ନିଲମ୍ବିତ ବିଧାୟକଙ୍କୁ ମାର୍ଶଲମାନେ ବାହାର କରିବାକୁ ନେଇ ବାଚସ୍ପତି ବିବୃତି ଦେଇଛନ୍ତି । ବାଚସ୍ପତିଙ୍କ ବିବୃତିରେ କହିଛନ୍ତି, ୨୫ ତାରିଖ ସୁଦ୍ଧା ନିର୍ଦ୍ଧାରିତ ସମୟରୁ ୩୯…

ଆସନ୍ତାକାଲି ବିଧାନସଭା ଘେରିବ କଂଗ୍ରେସ; ରାଜଧାନୀରେ ଟ୍ରାଫିକ ସମସ୍ୟାକୁ ନେଇ ସତର୍କ କଲା କମିଶନରେଟ ପୋଲିସ

ଆସନ୍ତାକାଲି ବିଧାନସଭା ଘେରିବ କଂଗ୍ରେସ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବ୍ୟାପକ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ପୋଲିସ କମିଶନର । ବିଧାନସଭା ଓ ଏହାର…

ବିଧାନସଭାକୁ ୱାସ୍‌ଆଉଟ୍‌ ପାଇଁ ଷଡ଼ଯନ୍ତ୍ର: ଆଇନ ମନ୍ତ୍ରୀ

ବିଧାନସଭାରେ ଦୀର୍ଘ ୧୩ ଦିନ ହେବ ପ୍ରଶ୍ନକାଳ, ଶୂନ୍ୟକାଳ ବାଧାପ୍ରାପ୍ତ ହୋଇଛି । ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳୁଥିବା ବେଳେ ବିଧାନସଭାକୁ ୱାସ୍‌ଆଉଟ୍‌ ପାଇଁ ଷଡ଼ଯନ୍ତ୍ର ହେଉଛି କହିଲେ ଆଇନ ମନ୍ତ୍ରୀ । ଆଜି ପ୍ରେସ୍‌ମିଟ୍‌ କରି ଉଭୟ କଂଗ୍ରେସ ଓ…

ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼

ପୁଣି ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼ । ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଟ୍ରେନକୁ ପଥର ମାଡ ହୋଇଥିବା ସୂଚନା । ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ସମୟରେ କଲୁଙ୍ଗା ଷ୍ଟେସନରେ କେହି ଦୁର୍ବୃତ୍ତ ଟ୍ରେନ ଉପରକୁ ପଥର ଫିଙ୍ଗିବାରୁ ୨ଟି ବଗିର…

ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଦିନ ଭିଜିଲାନ୍ସ ଗିରଫ କରିଛି । ୧୭ ଲକ୍ଷ କ୍ୟାସ୍‌, ୯୦ ଲକ୍ଷର ଜମା ଟଙ୍କା ସହ ୪୭୫ ଗ୍ରାମ ସୁନା,…

ଅତିରିକ୍ତ ପୋଲିସ କମିଶନରଙ୍କ କଲର ଧରିଲେ କଂଗ୍ରେସ କର୍ମୀ

ସୀମା ଟପିଲେ କଂଗ୍ରେସ କର୍ମୀ । ଆନ୍ଦୋଳନ ସମୟରେ ପୋଲିସର କଲର୍ ଧରି ଟଣାଓଟରା କରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ ବିଧାୟକ ରମେଶ ଜେନା ବିଧାନସଭା ଭିତରକୁ ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ ବେଳେ ଅତିରିକ୍ତ ପୋଲିସ କମିଶନର…

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍‌ । ବୁଧବାର ଦିନ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେଶ ବଘେଲଙ୍କ ବାସଭବନରେ ସିବିଆଇର ଚଢ଼ାଉ । ସିବିଆଇ ଟିମ୍ ରାୟପୁର ଏବଂ ଭିଲାଇରେ ତାଙ୍କ ଘରେ ପହଞ୍ଚି…

କଂଗ୍ରେସ ବିଧାୟକଙ୍କ ନିଲମ୍ବନ ଘଟଣା; ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନରସିଂହ ମିଶ୍ର

କଂଗ୍ରେସ ବିଧାୟକଙ୍କ ନିଲମ୍ବନ ଘଟଣାରେ ସାମ୍ୱାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ନରସିଂହ ମିଶ୍ର । ସେ କହିଛନ୍ତି ବିଧାନସଭା ଉପରେ ବାଚସ୍ପତିଙ୍କ ନିୟନ୍ତ୍ରଣ ନାହିଁ । ବିଧାୟକଙ୍କୁ ଭେଟିବାକୁ ବିଧାନସଭା ପରିସରକୁ ଆମକୁ ଛଡ଼ାଗଲାନି । ଆଇନ୍…