ତାଜା ଖବର ବ୍ୟବସାୟ ରାଜ୍ୟ ମାଇନିଂ ଅଫିସର ରାଜେନ୍ଦ୍ର ଖୁଣ୍ଟିଆ ନିଲମ୍ୱିତ March 23, 2025 Papirani ମାଇନିଂ ଅଫିସର ରାଜେନ୍ଦ୍ର ଖୁଣ୍ଟିଆ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଖିଲାପ ପାଇଁ ସରକାର ନେଲେ କାର୍ଯ୍ୟନୁଷ୍ଠାନ । ରାଜେନ୍ଦ୍ରଙ୍କ କାର୍ଯ୍ୟ ଉପରେ ସରକାର ତୀକ୍ଷଣ ନଜର ରଖୁଥିଲେ । କାର୍ଯ୍ୟଶୈଳୀରେ ଉନ୍ନତି ପରିଲକ୍ଷିତ ନ ହେବାରୁ ତାଙ୍କୁ ସସପେଣ୍ଡ କରାଯାଇଛି…
ତାଜା ଖବର ରାଜ୍ୟ କାଳବୈଶାଖୀର କ୍ଷୟକ୍ଷତି ସମୀକ୍ଷା ବେଳେ ସୁରେଶ ପୂଜାରୀଙ୍କ କାରକେଡ୍ ଉପରକୁ ଢେଲା ମାଡ଼ କଲେ ଗ୍ରାମବାସୀ March 23, 2025 Papirani ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଛି କାଳବୈଶାଖୀ। ଏଥିପାଇଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏନେଇ ରବିବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି କାଳବୈଶାଖୀର ସମୀକ୍ଷା କରିଛନ୍ତି । ଏହାରି ମଧ୍ୟରେ କ୍ଷୟକ୍ଷତି ଆକଳନ ପାଇଁ…
ରାଜନୀତି ରାଜ୍ୟ ପୁଣି ଦିଲ୍ଲୀରେ ନବୀନ, ପାଣ୍ଡିଆନ; ଖୁବ ଶୀଘ୍ର ଓଡ଼ିଶା ଛାଡ଼ିବେ ଭୈରବ March 23, 2025 Papirani ନୂଆଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ ଓ ତାଙ୍କ ସଖା ଭିକେ ପାଣ୍ଡିଆନ । ବିଚ୍ଛେଦ ପୂର୍ବରୁ ଗତିବିଧି ଚଳଚଞ୍ଚଳ । ଖୁବ ଶୀଘ୍ର ଓଡ଼ିଶା ଛାଡିପାରନ୍ତି ଭି.କେ ପାଣ୍ଡିଆନ । ଆନ୍ତର୍ଜାତିକ ସଂସ୍ଥା ବିଲ୍ ଗେଟ୍ସ ଫାଉଣ୍ଡେସନରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ…
ତାଜା ଖବର ବ୍ୟବସାୟ ରାଜ୍ୟ ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ March 23, 2025 Papirani ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ କାଳରେ ସେ ପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିବେ। ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଥିବା ସୂଚନା ଦେଇଛନ୍ତି ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ।…
ତାଜା ଖବର ରାଜ୍ୟ ବ୍ରହ୍ମପୁରରେ ୮ ଯୁବକଙ୍କ ନାରକୀୟ କାଣ୍ଡ: ବାଇକରେ ଆସି ବୁଲା କୁକୁରକୁ ଖଣ୍ଡାରେ ହାଣିବା ଭିଡ଼ିଓ ଭାଇରାଲ୍ March 23, 2025 Papirani ମାନବିକତାର ସୀମା ଟପିଲା ମଣିଷ । ବୁଲା କୁକୁରକୁ ଖଣ୍ଡାରେ ହାଣିଲେ ୮ ଦୁର୍ବୃତ୍ତ । ବ୍ରହ୍ମପୁର ଗାନ୍ଧୀନଗର ଲେନ୍ ନଂ-୭ରେ ଘଟିଛି ଏହି ଅମାନବିୟ ଘଟଣା । କୁକୁରକୁ ଆକ୍ରମଣ କରିବା ବେଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି…
ତାଜା ଖବର ରାଜ୍ୟ ରାଜ୍ୟରେ କାଳବୈଶାଖୀ ପ୍ରଭାବ; ପ୍ରବଳ ବର୍ଷା ପାଇଁ ସତର୍କ ଜାରି March 23, 2025 Papirani କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ଷା, ଘଡ଼ଘଡ଼ି ଜାରି ରହିଛି । ବିଭିନ୍ନ ସ୍ଥାନରେ କୁଆପଥର ସାଙ୍ଗକୁ ବର୍ଷା ଦେଖାଯାଇଛି । ତେବେ ଆଜି ବି ଅନେକ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ…