Day: 4 March 2025

ଓଏସ୍‌ଏସ୍‌ସିର ଶାରୀରିକ ପରୀକ୍ଷା ବେଳେ ଚାଲିଗଲା ୨ ପରୀକ୍ଷାର୍ଥୀଙ୍କ ଜୀବନ; ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ଓଡିଶା ଷ୍ଟାଫ୍ ସିଲେକ୍ସନ (OSSC) ର ଶାରୀରିକ ପରୀକ୍ଷା ବେଳେ ଚାଲିଗଲା ଦୁଇ ପରୀକ୍ଷାର୍ଥୀଙ୍କ ଜୀବନ । ରାଜ୍ୟର ବିଭିନ୍ନ ସ୍ଥାନରେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ୍ ଷ୍ଟକ ଇନ୍‌ସ୍ପେକ୍ଟର ପଦବୀ ନିଯୁକ୍ତି ପାଇଁ ଶାରିରୀକ ପରୀକ୍ଷା ଚାଲିଥିବା ସମୟରେ…

ବିଜେଡି ନେତା ରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ଏକାକାଳୀନ ଚଢ଼ାଉ

ଓଡ଼ିଶା ଖଣି ନିଗମ ସହ ଅନୁବନ୍ଧିତ କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ୧୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଘଟଣାରେ ରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ଇକୋନୋମିକ୍‍ ଅଫେନ୍ସ ଓ୍ୱିଙ୍ଗ୍‍ (ଇଓଡବ୍ଲୁ) ଏବଂ ସ୍ୱତନ୍ତ୍ର ଗଠିତ ଟାସ୍କଫୋର୍ସ ପକ୍ଷରୁ ମିଳିତ ଭାବରେ…

କିଟ୍ ଛାତ୍ରୀ ମୃତ୍ୟୁକୁ ନେଇ ଏନଏଚଆରସିଙ୍କ ତଦନ୍ତ ନିର୍ଦ୍ଦେଶ

କିଟ୍ ବିଶ୍ୱ ବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ମାନବ ଅଧିକାର ଆୟୋଗ(ଏନଏଚଆରସି) ପକ୍ଷରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏକ ଟିମ ଗଠନ କରି କିଟ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଡିଜି ଇନଭେଷ୍ଟିଗେସନଙ୍କୁ…

ଦୁଇ ଭାଗ ହେଲା ନନ୍ଦନକାନନ ଏକ୍ସପ୍ରେସ

ଦୁଇ ଭାଗ ହୋଇଗଲା ନନ୍ଦନକାନନ ଏକ୍ସପ୍ରେସ୍‌ ଟ୍ରେନ୍‌ । ଉତ୍ତରପ୍ରଦେଶ ଚାନ୍ଦୌଳି ଡିଡିୟୁ ଜଙ୍କସନ ନିକଟରେ ଦୁଇ ଭାଗ ହୋଇଛି ଟ୍ରେନ୍‌। କପଲର ଭାଙ୍ଗିବାରୁ ଟ୍ରେନ୍‌ ଅଲଗା ହୋଇଯାଇଥିବା ସୂଚନା । ୩ ଘଣ୍ଟା ଧରି ଟ୍ରେନ୍ ଅଟକି ଥିବା ବେଳେ…