Day: 18 February 2025

ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ

ବରିଷ୍ଠ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢାଉ।ଆଜି ସକାଳ ୭ ଟାରେ ବିଷ୍ଣୁପଦଙ୍କ ସରକାରୀ କ୍ବାର୍ଟର୍ସରେ ପହଞ୍ଚି ମାରାଥନ୍ ରେଡ୍ କରୁଛନ୍ତି ସିବିଆଇର ୮ ଜଣିଆ ଟିମ୍‌ । ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ସିବିଆଇ ଖୋଳତାଡ଼…

କିଟ୍ ଛାତ୍ରୀ ଆତ୍ମହତ୍ୟା ଘଟଣା; ପ୍ରତିକ୍ରିୟା ରଖିଲେ ମୃତ ଛାତ୍ରୀଙ୍କ ବାପା

କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲ ପରିସରରେ ମୃତ୍ୟୁବରଣ କରିଥିବା ଛାତ୍ରୀଙ୍କ ଆଜି ହେବ ମେଡିକାଲରେ ଶବ ବ୍ୟବଚ୍ଛେଦ। ମୃତ ଛାତ୍ରୀଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ । ସେଥିପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ମୃତ ଛାତ୍ରୀଙ୍କ ବାପା ମାଆ। ଭୁବନେଶ୍ଵରରେ…

ରନ୍‌ୱେରେ ବଡ଼ଧରଣର ବିମାନ ଦୁର୍ଘଟଣା: ୧୮ ଆହତ

କାନାଡ଼ା ଟରୋଣ୍ଟୋ ବିମାନ ବନ୍ଦରରେ ଡେଲ୍ଟା ଏୟାରଲାଇନ୍ସର ବିମାନ (୪୮୧୯) ବଡ଼ଧରଣର ଦୁର୍ଘଟଣାଗ୍ରସ୍ତ ହୋଇଛି । ଅବତରଣ କରିବା ସମୟରେ ରନ୍‌ୱେରେ ଓଲଟି ପଡିଥିଲା ଡେଲ୍ଟା ଏୟାରଲାଇନ୍ସ ବିମାନ । ଦୁର୍ଘଟଣା ସମୟରେ ବିମାନରେ ୭୬ ଜଣ ଯାତ୍ରୀ ଥିବା ବେଳେ…

ଜ୍ଞାନେଶ କୁମାର ହେବେ ମୁଖ୍ୟ ନିର୍ବାଚନ କମିଶନର

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଛି । ୨୬ ଜାନୁଆରୀ ୨୦୨୯ ପର୍ଯ୍ୟନ୍ତ ଜ୍ଞାନେଶ କୁମାର ଏହି ପଦବୀର ରହିବେ । କେନ୍ଦ୍ର ଆଇନ ବିଭାଗ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ…

ଆଜି ଠାରୁ ଆରମ୍ଭ +୨ ପରୀକ୍ଷା

ଆଜି ଠାରୁ ଆରମ୍ଭ ଯୁକ୍ତ ୨ର ପରୀକ୍ଷା । ଏହି ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧ଟାରେ ସରିବ। ପରୀକ୍ଷାର ସୁପରିଚାଳନା ପାଇଁ…