Month: December 2024

ଡବଲ ଇଞ୍ଜିନ ସରକାରଙ୍କ ଡବଲ ଚମତ୍କାର; କୁଟ୍ଟେ ଗଲେ ବିଏସ୍ଏଫ୍ ଆଇଜି ହୋଇ

ରାଜନୀତିରେ ବିଶ୍ଵାସ ସୃଷ୍ଟି କରିବା କଷ୍ଟ । କିନ୍ତୁ ବିଶ୍ବାସ ହରାଇବା ଭାରି ସହଜ । ନବୀନ ପଟନାୟକ ଏହାର ଜ୍ବଳନ୍ତ ଉଦାହରଣ। ୧୯ ବର୍ଷ କାଳ ଲୋକଙ୍କ ଭିତରେ ଯେଉଁ ବିଶ୍ବାସ ସୃଷ୍ଟି କରିପାରିଥିଲେ, ୫ ବର୍ଷ ଭିତରେ ଭିକେ…

ବିଦ୍ରୋହୀଙ୍କ ଦଖଲରେ ସିରିଆ; ଦେଶ ଛାଡ଼ି ରୁଷ୍‌ରେ ଶରଣ ନେଲେ ସିରିଆ ରାଷ୍ଟ୍ରପତି

ରୁଷ୍‌ରେ ଅଛନ୍ତି ସିରିଆ ରାଷ୍ଟ୍ରପତି ବଶର୍ ଅଲ୍-ଅସଦ୍ । କାଲି ଦେଶ ଛାଡ଼ି ପଳାଇବା ପରେ ରୁଷିଆରେ ଶରଣ ନେଇଛନ୍ତି । ରୁଷରେ ସିରିଆ ରାଜନୈତିକ ଶରଣ ଦେଇଛନ୍ତି ଭ୍ଲାଦିମିର ପୁଟିନ । ବଶର୍ ଅଲ୍-ଅସଦ୍ ନିଜ ପରିବାର ସହିତ ରୁଷିଆରେ…

ଦିଲ୍ଲୀର ଏକାଧିକ ସ୍କୁଲକୁ ମିଳିଲା ବୋମାମାଡ଼ ଧମକ

ଦିଲ୍ଲୀର ୪୦ରୁ ଅଧିକ ସ୍କୁଲକୁ ମିଳିଲା ବୋମା ଧମକ । ଇ ମେଲ୍ ଜରିଆରେ ସ୍କୁଲକୁ ଆସିଛି ବୋମା ଧମକ । ୪୦ରୁ ଅଧିକ ସ୍କୁଲକୁ ଇ-ମେଲରେ ଆସିଛି ବୋମା ଧମକ। ଆଜି ସକାଳେ ଇ-ମେଲ୍ ମିଳିବା ପରେ ପ୍ରଥମେ ପିଲାମାନଙ୍କୁ…

ନବରଙ୍ଗପୁର ‘ମଣ୍ଡେଇ ୨୦୨୪’ ର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର ନବରଙ୍ଗପୁର ଜିଲ୍ଲାର ଡଙ୍ଗର ପାହାଡ ଓ ଜଙ୍ଗଲର ଶାନ୍ତ ସବୁଜ ପରିବେଶକୁ ଦେଖିଲେ ସ୍ୱର୍ଗୀୟ ସୁଖ ଅନୁଭବ ହୋଇଥାଏ। ଜନଜାତି ବହୁଳ ନବରଙ୍ଗପୁର ଜିଲ୍ଲାର ନିଜସ୍ୱ ସଂସ୍କୃତି ଓ ଜନଜାତି ଜୀବନଧାରା ଓଡିଶାର ସାଂସ୍କୃତିକ ଚିତ୍ରପଟ୍ଟକୁ…

କେନ୍ଦ୍ରୀୟ ଡେପୁଟେସନରେ ବିଏସଏଫ ଆଇଜି ହୋଇ ଯିବେ ଡିଏସ କୁଟ୍ଟେ

କେନ୍ଦ୍ରୀୟ ଡେପୁଟେସନରେ ଯିବେ ବହୁ ଚର୍ଚ୍ଚିତ ଅଧିକାରୀ ଧୀରେନ୍ଦ୍ର ସମ୍ଭାଜୀ କୁଟ୍ଟେ । କେନ୍ଦ୍ରସରକାରଙ୍କ ପକ୍ଷରୁ ଏନେଇ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ହୋଇଛି । ୧୯୯୭ ବ୍ୟାଚର ଆଇପିଏସ ଅଧିକାରୀ କୁଟ୍ଟେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଗୃହ ବିଭାଗରେ…

ଚାଷୀ ଭାଇମାନେ ପାଇଲେ ୮୦୦ ଟଙ୍କା ଇନ୍‌ପୁଟ ସହାୟତା, କ୍ବିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କା

ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ସାଧାରଣ ଲୋକଙ୍କ ସମସ୍ୟା ଶୁଣି ଲୋକଙ୍କ ସରକାର ଆଖ୍ୟା ପାଇଥିଲେ। ମା ମାନଙ୍କୁ ସୁଭଦ୍ରା ଯୋଜନାରେ ସହାୟତା ଦେଇ ମା ମାନଙ୍କ ସରକାର ଭାବେ ମଧ୍ୟ ସୁନାମ କରିଥିଲେ। ଆଜି ଚାଷୀ…

ଭୁବନେଶ୍ୱରରେ ସିବିଆଇ ରେଡ଼: ୧୦୦ କୋଟି ଟଙ୍କାର ଡିଲ ହାତେଇବା ପାଇଁ ଥିଲା ଯୋଜନା

ଗତ ରାତିରେ ହୋଇଥିବା ସିବିଆଇ ରେଡ଼ ଘଟଣାରେ ଆଦିତ୍ୟ ଦେବ ଇମ୍ଫ୍ରା ଲିମିଟେଡର ନିର୍ଦ୍ଦେଶକ ଦେବଦତ୍ତ ମହାପାତ୍ରଙ୍କୁ ଅଟକ ରଖିଛି ସିବିଆଇ । ଦେବଦତ୍ତଙ୍କ ସମେତ ତାଙ୍କ ତିନି ସହଯୋଗୀ ମଧ୍ୟ ଅଟକ ଅଛନ୍ତି । ସିବିଆଇ ଦେବଦତ୍ତଙ୍କ ଭଦ୍ରକ ସ୍ଥିତ…

ଓଡ଼ିଶା ଚାଷୀ ପାଇବେ ୮୦୦ ଟଙ୍କା ବୋନସ୍

ଚାଷୀଙ୍କ ହିତରେ ରାଜ୍ୟ ସରକାର। କଥା ଦେଇ କଥା ରଖିଲେ ମୋହନ ସରକାର । ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ବରଗଡ଼ର ସୋହେଲାଠାରେ ଧାନର ଇନ୍‌ପୁଟ ସହାୟତା ରାଶି ବଣ୍ଟନର…

ପ୍ରୟାଗ ରାଜ ମହାକୁମ୍ଭକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନିମନ୍ତ୍ରଣ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆସନ୍ତା ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହା କୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ପ୍ରଦେଶର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଅନୀଲ…

ରାଜଧାନୀ ରାଜରାସ୍ତାରେ ସିବିଆଇ ରେଡ; ଦାମୀ କାର ରୁ ବିପୁଳ ଟଙ୍କା ଜବତ

ଭୁବନେଶ୍ୱରର ମେ ଫେୟାର ହୋଟେଲ ନିକଟରୁ ସିବିଆଇ ରେଡ ସମୟରେ ଏକ ଦାମୀ ଗାଡ଼ିରୁ ବାହାରିଛି ନଗଦ ଏକ କୋଟିରୁ ଅଧିକ ଟଙ୍କା । ଗାଡି ନମ୍ବର OD-05-BV-9999 ରୁ ଜବତ ହୋଇଛି ଏହି ଟଙ୍କା। ବର୍ତମାନ ଏତେ ଟଙ୍କା କୋଉଠୁ…