Day: 24 December 2024

ଉନ୍ମୋଚିତ ହେଲା ଅଟଳ ବିହାରୀ ବାଜପେୟୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। କଟକର ବେଲଭ୍ୟୁ ଛକରେ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶିଳ୍ପୀ ସଞ୍ଜୀବ ବିଶ୍ବାଳଙ୍କ ତତ୍ତ୍ବବଧାନରେ ନିର୍ମିତ ହୋଇଛି ଭାରତରତ୍ନ…

ଆନ୍ଦୋଳନକୁ ଓହ୍ଲାଇଲେ ଓମଫେଡ୍ ଗାଡ଼ି ଡ୍ରାଇଭର; ବଜାରରେ କ୍ଷୀର ଯୋଗାଣ ସମ୍ପୂର୍ଣ୍ଣ ଠପ୍

ଡ୍ରାଇଭରଙ୍କ ଗିରଫଦାରୀକୁ ବିରୋଧ କରି ନରାଜ୍ ଓମଫେଡ୍ ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେଣୁ କଟକ-ଭୁବନେଶ୍ୱରରେ ଓମଫେଡ୍ କ୍ଷୀର ଯୋଗାଣ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସୂଚନା ଯୋଗ୍ୟ ଗତ ରବିବାର ଜଣେ ଓମଫେଡ୍ ଡ୍ରାଇଭରଙ୍କ ଗାଡ଼ିରୁ ୧୦୦ ଲିଟରରୁ ଅଧିକ…

ମୋବାଇଲ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଆଶ୍ବସ୍ତି; ପୁଣି ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ

ଡାଟା ବ୍ୟବହାର କରୁନଥିବା ଗ୍ରାହକଙ୍କ ପାଇଁ ଖୁସିଖବର୍ । ଏଣିକି ଭଏସ୍‍ ଓ ଏସ୍‍ଏମ୍‍ଏସ୍‍ ପାଇଁ ଅଲଗା ଭାଉଚର ଜାରି କରିବେ ମୋବାଇଲ ସେବା ପ୍ରଦାନକାରୀ। ପୁଣି ଚାଲିବ ୧୦ ଟଙ୍କିଆ ରିଚାର୍ଜ କୁପନର ବ୍ୟବହାର । ଟେଲିକମ ରେଗୁଲେସନ ଅଥରିଟି…

ରାଜଧାନୀ ରାସ୍ତାରୁ ହଟିବେ ସମସ୍ତ ଉଠା ଦୋକାନୀ

ଆସନ୍ତା ଜାନୁୟାରୀ ମାସରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ସେଥିପାଇଁ ଚାଲିଛି ପ୍ରସ୍ତୁତି। ସହରକୁ ସୁନ୍ଦର କରିବା ପାଇଁ ଓ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଏହି ସମୟରେ…

ରାଜଧାନୀରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ

ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ । ଦିନକୁ ଦିନ କୁକୁରମାନଙ୍କ ଆତଙ୍କ ବଢୁଥିବାରୁ ବିଏମ୍‌ସି ପକ୍ଷରୁ କୁକୁର ବନ୍ଧ୍ୟାକରଣ ପୁଣି ଆରମ୍ଭ ହେବାକୁ ଯାଉଛି। ଆଜି କୁକୁର ଆତଙ୍କ ବଢ଼ିଥିବା ସ୍ୱୀକାର କରିବା ସହିତ ଏନେଇ ଘୋଷଣା କରିଛନ୍ତି…

୨୪ ବିଦାୟ ଅବଗଣନା ଆରମ୍ଭ; ସୁଇସାଇଡ ଗୋଲରେ ଭାଙ୍ଗିଗଲା ନବୀନ ସ୍ବପ୍ନ

ବର୍ଷ ୨୦୨୪କୁ ସବୁଦିନ ଲୋକେ ମନେରଖିବେ ଅସମ୍ଭବ ପରି ଲାଗୁଥିବା କ‌ଥା ସମ୍ଭବ ହୋଇଗଲା। ଖୁବ କମ ଲୋକ ଅନୁମାନ କରିଥିଲେ ଯେ, ବିଜୁ ଜନତା ଦଳ କ୍ଷମତା ହରାଇବ । ଭାରତୀୟ ଜନତାପାର୍ଟି କ୍ଷମତାକୁ ଫେରିବ । ମୋହନଚରଣ ମାଝୀ…

ମୋଦୀଙ୍କ ଚର୍ଚ୍ଚା ପରେ କି ଟ୍ରେନିଂ ଦେବେ ଶାହ

ନଭେମ୍ବର ୨୯ରେ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେତେବେଳେ ତାଙ୍କର ଦୁଇଟି କାର୍ଯ୍ୟକ୍ରମ ଥିଲା । ଗୋଟିଏ ସରକାରୀ ଏବଂ ଅନ୍ୟଟି ରାଜନୈତିକ । ସରକାରୀ କାର୍ଯ୍ୟକ୍ରମଟି ଥିଲା ସର୍ବଭାରତୀୟ ପୁଲିସ ଡିଜି ସମ୍ମିଳନୀ । ୨୯…