Day: 16 December 2024

ପାଶ୍ଚାତ୍ୟ ରଙ୍ଗ: ଚିନ୍ତା ବଢାଉଛି ପରକୀୟା ପ୍ରୀତି

ଭାରତୀୟ ସମାଜରେ ବିବାହ ହେଉଛି ଏପରି ଏକ ପବିତ୍ର ବନ୍ଧନ, ଯେଉଁଥିରେ ସାମୀ-ସ୍ତ୍ରୀ ଏହାକୁ ଅତ୍ୟନ୍ତ ନିଷ୍ଠା ଏବଂ ସମର୍ପଣ ଭାବ ସହ ପାଳନ କରିଥାଆନ୍ତି । ଏହା ସାତଜନ୍ମ ପର୍ଯ୍ୟନ୍ତ ଲମ୍ବି ଥାଏ । ଏହି ପବିତ୍ର ବନ୍ଧନରେ ଜଣେ…

ୟୁପିଆଇ ପେମେଣ୍ଟ ଭାଙ୍ଗିଲା ସବୁ ରେକର୍ଡ; ୧୧ ମାସରେ ୨୨୩ ଲକ୍ଷ କୋଟି କାରବାର

ମୋଦୀ ସରକାର କ୍ଷମତାକୁ ଆସିବା ପରେ ୨୦୧୬ରେ ନ୍ୟାସନାଲ୍ ପେମେଣ୍ଟସ କର୍ପୋରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆରମ୍ଭ ହୋଇଥିଲା ୟୁପିଆଇ (ୟୁନିଫାଏଡ଼୍ ପେମେଣ୍ଟ୍‌ସ ଇଣ୍ଟରଫେସ୍)। ଡିଜିଟାଲ ନେଣଦେଣକୁ ଗୁରୁତ୍ବ ଦେବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲାବେଳେ ସେବେଠାରୁ ଦେଶରେ ଡିଜିଟାଲ…

ଚିଟ୍‌ଫଣ୍ଡ ‘ଅଫିସର’ଙ୍କୁ ସିବିଆଇ କେବେ କରିବ ଜେରା ?

ଚିଟ୍‌ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ କେଉଁଠି ଅଛି, କେଉଁ ପର୍ଯ୍ୟାୟରେ ଅଛି, ଏକଥା ବ୍ରହ୍ମା ବିଷ୍ଣୁ ମହେଶ୍ଵର ବି କହିପାରିବେ ନାହିଁ । କିନ୍ତୁ କ‌ହିପାରିବେ ନରେନ୍ଦ୍ର ମୋଦୀ କିମ୍ବା ଅମିତ ଶାହା । ପୁରା ୧୦ ବର୍ଷ ଚାଲିଗଲା ଚିଟ୍‌ଫଣ୍ଡ…

୨ ଦିନ ପୂର୍ବରୁ ବିଷ୍ଣୁପଦ ଏବଂ ବ୍ରିଜ୍‌ ଆଣ୍ଡ ରୁଫ୍‌ ନିର୍ଦ୍ଦେଶକଙ୍କ ମଧ୍ୟରେ ହୋଇଥିଲା କି ଡିଲ୍?

ରାଷ୍ଟ୍ରାୟତ୍ତ କମ୍ପାନୀ ବ୍ରିଜ ଆଣ୍ଡ ରୁଫ୍‌ ଲିଙ୍କ୍‌ ନେଇ ସାମ୍ନାକୁ ଆସିଲା ବଡ଼ ଖବର । ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଲିଙ୍କ୍‌ ନେଇ ବଡ଼ ଖବର । ରେଡ୍‌ ହେବାର ୨ ଦିନ ପୂର୍ବରୁ ହୋଇଥିଲା କି ବଡ଼…

ପରଲୋକରେ ଜାକିର ହୁସେନ

ପରଲୋକରେ କିମ୍ବଦନ୍ତୀ ତବଲା ବାଦକ ପଦ୍ମବିଭୂଷଣ ଉସ୍ତାଦ ଜାକିର ହୁସେନ। ୭୩ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। କିଛି ସମୟ ପୂର୍ବରୁ ତାଙ୍କ ଅସୁସ୍ଥତାର ଖବର ଆସିଥିଲା। ସେ ହୃଦରୋଗ ଜନିତ ସମସ୍ୟା ନେଇ ଆମେରିକାର ସାନ୍‌ ଫ୍ରାନ୍ସସିସ୍‌କୋ ହସ୍‌ପିଟାଲ୍‌ରେ…

ରାଜ୍ୟରେ ଏକକାଳୀନ ୩ କୋଟି ଲୋକଙ୍କୁ ଦିଆଯିବ ସ୍ୱାସ୍ଥ୍ୟ କାର୍ଡ଼

ଓଡ଼ିଶାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସମୃଦ୍ଧ କରିବ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ଏକକାଳୀନ ୩ କୋଟି ଲୋକଙ୍କୁ ଦିଆଯିବ ସ୍ବାସ୍ଥ୍ୟକାର୍ଡ। ଉଭୟ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡରେ ଚିକିତ୍ସା…