Day: 5 December 2024

ଭୁବନେଶ୍ୱରରେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ନୂତନ ନ୍ୟାୟିକ ଅଦାଲତ ଉଦଘାଟିତ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନୁଷ୍ଠାନିକ ଭାବେ ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ନ୍ୟାୟିକ କମ୍ପ୍ଲେକ୍ସକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ଯକ୍ରମକୁ ନେଇ ଉତ୍ତେଜନା ସ୍ପଷ୍ଟ, ସ୍ଥାନୀୟ ଓକିଲ ଏବଂ ବାସିନ୍ଦା ଏହି ଅବସରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।ଆଜି ସନ୍ଧ୍ୟାରେ ଏହି ଭବ୍ଯ…

ଇସ୍ରୋ ଲଞ୍ଚ୍ କଲା ‘ପ୍ରୋବା-୩’ ମିଶନ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗୁରୁବାର ୟୁରୋପୀୟ ମହାକାଶ ଏଜେନ୍ସି (ESA)ର ‘ପ୍ରୋବା-୩’ ମିଶନକୁ ସଫଳତାପୂର୍ବକ ଲଞ୍ଚ୍ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୫୯/ ପ୍ରୋବା-୩ ସଫଳ ଉତକ୍ଷେପଣ କରାଯାଇଛି । ବୁଧବାର ଅପରାହ୍ନ…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାବିସ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାବିସ । ମହାବିଜୟର ୧୨ ଦିନ ପରେ ଫଡନାବିସ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମୁମ୍ବାଇରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମହାରାଷ୍ଟ୍ର ରାଜ୍ୟପାଳ ସି. ପି. ରାଧାକୃଷ୍ଣନ…

ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ

ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ । ଆଜି ବିଧାନସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ ଉପସନା ମହାପାତ୍ର ପଚାରିଥିବା ପ୍ରଶ୍ନ ରାଜ୍ୟର କେଉଁ ସ୍ଥାନରେ ସୁନା ଖଣିର ସନ୍ଧାନ ମିଳିଛି ଏବଂ ଖଣି ସନ୍ଧାନକାରୀ ଦଳ…

ସମ୍ବଲପୁର ପ୍ରାଣୀ ଉଦ୍ୟାନରେ ୭ ବର୍ଷିୟ ବାଘୁଣୀ ରାଣୀର ମୃତ୍ୟୁ

ସମ୍ବଲପୁର ପ୍ରାଣୀ ଉଦ୍ୟାନରେ ରହୁଥିବା ବାଘୁଣୀ ରାଣୀର ମୃତ୍ୟୁ ହୋଇଛି। ତେବେ ୭ ବର୍ଷିୟ ବାଘୁଣୀ ରାଣୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ଆଜି ସମ୍ବଲପୂର ଠାରେ ନିଜ କାର୍ଯ୍ୟାଳୟରେ ହୀରାକୁଦ ବନ୍ୟପ୍ରାଣୀ ଡ଼ିଭିଜନର ଡିଏଫଓ ଅଂଶୁପ୍ରଜ୍ଞା ଦାଶ ସୂଚନା…

ଓଡ଼ିଶାରେ ହେବ ଗୋହତ୍ୟା ବନ୍ଦ: ବିଜେପିର ଦୃଢ଼ୋକ୍ତି; ବିଜେଡିର ପ୍ରଶ୍ନ

ଗୋ ହତ୍ୟା ରୋକିବାକୁ ବିଭିନ୍ନ ପଦକ୍ଷେପ ରାଜ୍ୟସରକାର ନେଉଥିଲେ ମଧ୍ୟ ଏହା ବନ୍ଦ ହେବାର ନାଆଁ ଧରୁନି। ତେଣୁ ଆଜି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏ ସଂପର୍କରେ ସୁଚନା ଦେଇ କହିଛନ୍ତି ଆସାମ ପରି ଓଡ଼ିଶାରେ ମଧ୍ୟ ବନ୍ଦ ହେବ…

ସରକାରଙ୍କୁ ବଦନାମ କରିବାକୁ କୃତ୍ରିମ ଆଳୁ ଅଭାବ କରାଗଲା: କୃଷ୍ଣ ଚନ୍ଦ୍ର ପାତ୍ର

ରାଜ୍ୟରେ ଆଉ ଆଳୁର ଅଭାବ ଓ ଆଳୁ ଦରକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ସରକାରଙ୍କୁ ବଦନାମ କରିବାକୁ କୃତ୍ରିମ ଆଳୁ ଅଭାବ ତିଆରି କରାଗଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଳୁ ଦେବାକୁ ମନା…

କେହି ଦଖଲ କରି ପାରିବେ ନାହିଁ ଆଦିବାସୀ ଜମି: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଗୃହରେ ଉଠିଲା ଜଙ୍ଗଲ ଜମି ହଡ଼ପ ପ୍ରସଙ୍ଗ। ଆଦିବାସୀଙ୍କ ଜଙ୍ଗଲ ଜମି ହଡ଼ପ ନେଇ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର। ସେ ପଚାରିଥିବା ପ୍ରଶ୍ନ ଆଦିବାସୀ ମାନଙ୍କ ଜମିକୁ ହଡପ କରୁଛନ୍ତି ପ୍ରଭାବଶାଳୀ ଲୋକ ଏବଂ ସେହି ଜମିରେ…

ଗୋ-ମାଂସ ବୋଝେଇ କଣ୍ଟେନର ଜବତ; ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମୀଙ୍କୁ ଆକ୍ରମଣ

କଟକ-ଚାନ୍ଦବାଲି ରାସ୍ତା ଖଇରାପୋଲଗଡା ଠାରେ ଏକ ବେଆଇନ ଗୋ- ମାଂସ ବୋଝେଇ କଣ୍ଟେନରକୁ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ କର୍ମୀମାନେ ଅଟକାଇଥିଲେ। ଏହି ଗୋ-ମାଂସ କଣ୍ଟେନରକୁ ସୁରକ୍ଷା ଦେଉଥିବା ବା ସ‌ହଯୋଗୀମାନେ ଅର୍ତକୀତ ଭାବେ ଗୋ ସୁରକ୍ଷା ଓ ବଜରଙ୍ଗ…

ଅଧିକ ପିଆଜ ଉତ୍ପାଦନ; ଦର ୬୦ ଖସୁନି ଯୋଗୀ ଆଳୁ ପରେ ବି ଦର ୫୦

ଆଳୁ-ପିଆଜ ଦର ବୃଦ୍ଧିକୁ ନେଇ ଖାଉଟି ହନ୍ତସନ୍ତ। ଦର ବୃଦ୍ଧି ପାଇଁ ପଡ଼ୋଶୀ ରାଜ୍ୟମାନଙ୍କୁ ଦାୟୀ କରାଯାଉଛି। ତେବେ ଚିନ୍ତାର ବିଷୟ ହେଉଛି ସରକାରଙ୍କ କହିବା କଥା ଏବଂ ବାସ୍ତବ ବଜାର ଦର ଭିତରେ ରହୁଛି ଅନେକ ଫରକ । ଆଳୁ…